ସୁସ୍ଥ ହେଉଛନ୍ତି ଶ୍ରୀଜୀଉ; ଆଜି ବନକଲାଗି ନୀତି
ପୁରୀ:ଆଜି ଚତୁର୍ଦ୍ଦଶୀ ତିଥି । ଅଣସର ଘରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସେବାସୁଶ୍ରୁଷା ପରେ ସୁସ୍ଥ ହେଉଛନ୍ତି । ଆଜି ହେବ ବନକଲାଗି ନୀତି । ଏହି ବନକଲାଗି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।
ଦତ୍ତ ମହାପାତ୍ର ସେବକ କଳା, ଧଳା, ନାଲି ପରି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ…