Latest Odisha News

BREAKING NEWS

ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ଦାବି, କୋର୍ଟକୁ ପ୍ରବେଶ କରିପାରିଲେନି ବିଚାରପତି

ଭୁବନେଶ୍ୱର: ଭୁବନେଶ୍ୱର ବାର ଆସୋସିଏସନ ସଦସ୍ୟମାନେ ଶୁକ୍ରବାର ଭୁବନେଶ୍ୱର ଜିଲ୍ଲା ଓ ସେସନ୍ସ କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରୁ ଭୁବନେଶ୍ୱରକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରକୁ ନେଇ ଓକିଲ ସଙ୍ଘ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି। ଏଥିସହ ଭୁବନେଶ୍ୱରକୁ ଜିଲ୍ଲା…

ଆୟକର ନିୟମ ଅନୁଯାୟୀ ଆପଣ ଘରେ କେତେ ଟଙ୍କା ନଗଦ ରଖିପାରିବେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିକସ ଫାଙ୍କିବା କିମ୍ବା କଳା ଟଙ୍କା କାରବାର ରୋକିବା ପାଇଁ ଦେଶରେ ନଗଦ ସମ୍ପତ୍ତି ଏବଂ କାରବାର ଉପରେ ଅନେକ ନିୟମ ରହିଛି। ବିଭିନ୍ନ ସମୟରେ ଇଡି, ଭିଜିଲାନ୍ସ ଆଦି ରେଡ୍ କରିବା ବେଳେ ପୁଳାପୁଳା ଟଙ୍କା ଜବତ କରି ସେହି ବ୍ୟକ୍ତିମାନଙ୍କୁ ଗିରଫ କରି ନେଉଛନ୍ତି।…

ପୁରୀ ବେଳାଭୂମି ମାର୍ଗ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ

ପୁରୀ: ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଚାଲିଛି ଉଚ୍ଛେଦ । ଅଭଡ଼ା ଯୋଜନା ଅନ୍ତର୍ଗତ ବିଚ୍ ଫ୍ରଣ୍ଟ ଡେଭେଲପମେଣ୍ଟ ଯୋଜନାରେ ପୁରୀ ବେଳାଭୂମି ମାର୍ଗକୁ ପ୍ରଶସ୍ତିକରଣ କରାଯାଉଛି । ପର୍ଯ୍ୟଟକ ମାନଙ୍କ ଚଳପ୍ରଚଳ ଓ ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଗତ…

ପତ୍ନୀ ଏଡସରେ ଆକ୍ରାନ୍ତ ହୋଇଛି କହି ଛାଡପତ୍ର ମାଗି କୋର୍ଟରେ ସ୍ବାମୀ ହଟହଟା

ମୁମ୍ବାଇ: ମୋ ପତ୍ନୀ ଏଚଆଇଭି ଏଡସରେ ଆକ୍ରାନ୍ତ। ମୁଁ ଆଉ ଏହି ବିବାହ ବନ୍ଧନରେ ରହିବାକୁ ଚାହୁଁନାହିଁ। ତେଣୁ ମୁଁ ଛାଡ଼ପତ୍ର ଚାହୁଁଛି। ଏଭଳି ଏକ ଆବେଦନ କରିଥିଲେ ଜଣେ ପତି। ଯାହାକି ମିଛ ବୋଲି କୋର୍ଟରେ ଜଣାପଡ଼ିଛି। ଜଣେ ଡାକ୍ତରଙ୍କ ଦ୍ବାରା ତାଙ୍କ ପତ୍ନୀ ଏଡସରେ ଆକ୍ରାନ୍ତ କହି ବମ୍ବେ…

ରାଜଧାନୀରେ ତେଜିଲା ଚାଷୀ ପ୍ରସଙ୍ଗ, ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଏବଂ ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଆସୁଛନ୍ତି। ଚାଷୀ ସମସ୍ୟାକୁ ନେଇ ବିଧାନସଭା ଅଚଳ ହେବା ପରେ ଉଭୟ ଦଳର ବିଧାୟକମାନେ…

ଡିସେମ୍ବର ପହିଲା ସୁଦ୍ଧା ପେନସନ୍ ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇ ଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରାରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଶୀତ…

ଫିପା ବିଶ୍ୱକପ: ୱେଲ୍ସକୁ ହରାଇଲା ଇରାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ପୁନର୍ବାର ଆଉ ଏକ ଏସୀୟ ଟିମ କମାଲ କରିଛି । ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ବିର ଏକ ମୁକାବିଲାରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ ଆକ୍ରମଣାତ୍ମକ…

ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିବେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ଲାଗି ଆସନ୍ତା ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିବେ । ୨୭ ତାରିଖ ସକାଳ…

ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ

ଭୁବନେଶ୍ୱର: କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର…

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ…