Latest Odisha News

BREAKING NEWS

ଥିଲେ ମଡ଼େଲ,ହେଲେ ଲରି ଡ଼୍ରାଇଭର

ଲଣ୍ଡନ: ପ୍ରତ୍ୟେକ ଲୋକଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଭିନ୍ନ ଖାଦ୍ୟ ଖାଇବାକୁ ରୁଚି ରଖିଥାନ୍ତି । କେହି କେହି ନାଚିବାକୁ ଭଲ ପାଉଥିବା ବେଳେ ଆଉ କିଏ ପେଣ୍ଟିଂ କରିବାକୁ ଭଲପାଆନ୍ତି । ଏବେ ସେମିତି ଜଣେ ସୁନ୍ଦରୀ ଯୁବତୀ ଲରି ଡ଼୍ରାଇଭର…

ଟିମ ଇଣ୍ଡିଆର କିଟ ସ୍ପନଶର ହେବ ଆଡିଡାସ

ନୂଆଦିଲ୍ଲୀ: ଜର୍ମାନୀର ସ୍ପୋର୍ଟ୍ସ ବ୍ରାଣ୍ଡ ଆଡିଡାସ ଟିମ ଇଣ୍ଡିଆର ନୂତନ କିଟ ସ୍ପନଶର ହେବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଚିିବ ଜୟ ଶାହ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିଲର ଜିନ୍ସର ସ୍ପନଶରଶିପ ଚୁକ୍ତି ମେ ୩୧ରେ ଶେଷ ହୋଇଯିବ । ଏହା ପରେ ଆଡିଡାସ ଟିମ…

୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସୁସ୍ଥ ଓ ନିରାମୟ ଜୀବନ ସମସ୍ତଙ୍କର କାମ୍ୟ । ଓଡ଼ିଶାର ମହାନୁଭବ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପ୍ରତ୍ୟେକଟି ଜୀବନ ମୁଲ୍ୟବାନ । ଏହି ଉକ୍ତିକୁ ଆପ୍ତବାକ୍ୟରେ ପରିଣତ କରିବାକୁ ହେଲେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ, ସମୟୋପଯୋଗୀ, ସମୁନ୍ନତ ଓ ସୁଲଭ କରିବା ଏକାନ୍ତ ଜରୁରୀ ।…

ପିଲାଙ୍କ ପାଦ ଚାଟିବାକୁ ଭଲ ପାଆନ୍ତି ବ୍ୟକ୍ତି: ଗଲେଣି ବହୁଥର ଜେଲ,ତଥାପି ପଡ଼ୁନି ଫରକ

ନ୍ୟୁୟର୍କ : ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯାହାଙ୍କର ସ୍ୱଭାବ ଭିନ୍ନ ହୋଇଥାଏ । କେହି ପୁରୁଷ ହୋଇ ନାରୀ ଭାବରେ ଦେଖାଯିବାକୁ ଚାହାଁନ୍ତି ତ ଆଉ କେହି ତାଙ୍କ ଶରୀରରେ ହଜାରେ ଗର୍ତ୍ତ କରିଥାନ୍ତି । କେହି କେହି ନିଜ ଜିଭକୁ କାଟି ଦେଇଛନ୍ତି. ଯାହାଫଳରେ ସେ ଦୁନିଆରେ ଭିନ୍ନ ଦେଖାଯିବେ ।…

ଆସନ୍ତା ତିନି ବର୍ଷ ପାଇଁ ଚାଷୀଙ୍କୁ ଶସ୍ୟବୀମା ସମ୍ପୂର୍ଣ୍ଣ ମାଗଣା

ଭୁବନେଶ୍ୱର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମବାୟ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ କହିଥିଲେ, ଚାଷୀଙ୍କ ଶସ୍ୟବୀମା ଋଆସନ୍ତା ତିନି…

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

ଭୁବନେଶ୍ୱର: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ…

ଗାଧୁଆ ଘରୁ ମିଳିଲା ଅଭିନେତା ଆଦିତ୍ୟ ସିଂହଙ୍କ ମୃତଦେହ

ମୁମ୍ବାଇ: ଗାଧୁଆ ଘରୁ ମିଳିଲା ବଲିଉଡ଼ ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ । ସୋମବାର ମଧ୍ୟାହ୍ନରେ ଅନ୍ଧେରିସ୍ଥିତ ତାଙ୍କ ଘର ଗାଧୁଆ ଘରୁ ମୃତଦେହ ଉଦ୍ଧାର ହୋଇଛି । ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି । ଆଦିତ୍ୟଙ୍କ…

ସୋଆ ପକ୍ଷରୁ ବେଙ୍ଗାଲୁରୁରେ ଶିକ୍ଷାବିତ୍ ଓ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନାଚକ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ‘ସୋଆ ପ୍ରକ୍ସିମା ୨୦୨୩’ରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୦୦ ଜଣ ମାନବ ସମ୍ବଳ ବିଶେଷଜ୍ଞ ସାମିଲ ହୋଇଥିଲେ । କ୍ୟାମ୍ପସ୍‌ରେ ନିଯୁକ୍ତି ପ୍ରଦାନ କରୁଥିବା ବୃତିଗତ ବ୍ୟକ୍ତିବିଶେଷ ଏହି…

କେନ୍ଦ୍ର-ଦିଲ୍ଲୀ କଳି, କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କୁ ନିଯୁକ୍ତି, ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ରାଜନୈତିକ ଉଷ୍ମତା ଭିତରେ ଆପକୁ ସମର୍ଥନ ଜଣାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସୋମବାର କହିଛନ୍ତି, ଦିଲ୍ଲୀ ସରକାର ଅଧିକାରୀଙ୍କୁ ନେଇ ସୁପ୍ରିକୋର୍ଟ ଦେଇଥିବା ରାୟ ସହ ଆମେ ଅଛୁ ।…

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା…