୪ ମହଲା ବାଲକୋନିରୁ ଖସିପଡିଲା କୁନିଝିଅ; ପଡିଲା ତଳେ ବସିଥିବା ପଡାେଶୀଙ୍କ କୋଳରେ
ମୁମ୍ବାଇ:ଆଶ୍ଚର୍ଯ୍ୟ ଘଟଣା । ଶୁଣିଲେ ବିଶ୍ୱାସ ହେବନି । ବାରମ୍ବାର ଗୋଟିଏ ପ୍ରଶ୍ନ ଆସିବ ମନକୁ । ସତରେ କାହାଣୀ, ଫିଲ୍ମରେ ପଢିଥିବା, ଦେଖିଥିବା ଘଟଣା ଏମିତି ବି ସତ ହୁଏ ! ସତରେ କ’ଣ ଏହା ଭଗବାନଙ୍କ ଲୀଳା ? ୪ ମହଲା କୋଠାରୁ ଖସିପଡିଲା ଶିଶୁଟିଏ । ହୁଏତ ଦେଖୁଥିବା ଲୋକଙ୍କ ଆଖି ବନ୍ଦ…