ଚତୁର୍ଥ ପାସ୍ ରାଜାଙ୍କୁ ବୁଝା ପଡ଼ୁନି ଦେଶ କେମିତି ଚଳାଇବେ ?: ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଳା ମୈଦାନରେ ଆମ୍ ଆଦମୀ ପାର୍ଟି ମହାରାଲି ଆରମ୍ଭ କରିଛି । ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଜନତା ଦିଲ୍ଲୀର ମାଲିକ ।
କିନ୍ତୁ…