ଗଳ୍ପ : ବାପା
ସ୍ମୃତି ପଟ୍ଟନାୟକ
ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ,…