୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ
ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା ।
୨୪ ଘଣ୍ଟାରେ…