ଘରେ କରେଣ୍ଟ ଚାଲିଗଲେ ‘ପାଓ୍ବର କଟ୍’ କୁହାନଯାଉ, ଗଣମାଧ୍ୟମକୁ ଶକ୍ତିମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ବର: ମନ୍ତ୍ରୀ ଶୁଣିବାକୁ ଚାହୁଁ ନାହାନ୍ତି ଗଣମାଧ୍ୟମର 'ପାଓ୍ବର କଟ୍' ଶବ୍ଦ ବ୍ୟବହାର। ଖବର ପରିବେଷଣ ବେଳେ ଗଣମାଧ୍ୟମ ପାଓ୍ୱର କଟ୍ ନୁହେଁ ବରଂ ପାଓ୍ୱାର ଟ୍ରିପ୍ ବୋଲି କହିବା ଆବଶ୍ୟକ। ଏହା କହିଛନ୍ତି ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।
ଗୁରୁବାର ଅପରାହ୍ନରେ…