ବିଶ୍ୱ ଆମେଚର ଗଲ୍ଫ ର୍ୟାଙ୍କିଙ୍ଗରେ ସ୍ଥାନ ପାଇଲେ ଓଡିଶାର କଶିକା
ଭୁବନେଶ୍ୱର: ଗଲ୍ଫ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କଶିକା ମିଶ୍ର ୱାର୍ଲ୍ଡ ଆମେଚର ଗଲ୍ଫ ର୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ମେ ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ଆମେୱ ନ୍ୟୁଟ୍ରିଲାଇଟ ଗଲ୍ଫ ଟୁରରେ ସେ ପ୍ରଭାବୀ ପ୍ରଦର୍ଶନ କରିବା ଯୋଗୁ ଏହି ସଫଳତା ହାତେଇଛନ୍ତି । ୧୬ ବର୍ଷୀୟା…