Latest Odisha News

BREAKING NEWS

‘ନିଜର ସୁରକ୍ଷା ପାଇଁ ଆଇନର ଲାଭ ନେଇ ପାରୁ ନାହାନ୍ତି ମହିଳା’: କୋଲକାତା ହୋଇକୋର୍ଟର ବିଚାରପତି

କୋଲକାତା: ମହିଳା ଉଠାଇ ପାରୁ ନାହାନ୍ତି ଆଇନର ଲାଭ । ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ୍ ରହିଥିବା ବେଳେ ସେମାନେ ତାର ସଦୁପଯୋଗ କରି ପାରୁ ନାହାନ୍ତି । କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ, ମହିଳାଙ୍କ ଅଧିକାର ରକ୍ଷା ଲାଗି ଥିବା ଆଇନ୍ ଲାଗୁ ପରେ…

ଜି ୨୦ ଶିଖର ସମ୍ମିଳନୀ: ଗୁଲମାର୍ଗ ଯିବେନି ବିଦେଶୀ ଅତିଥି

ନୂଆଦିଲ୍ଲୀ: ଜମ୍ମୁ ଏମଂ କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଜି୨୦ ଶିଖର ସମ୍ମିଳନୀର ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ତେବେ ରବିବାର ଏହି କାର୍ଯ୍ୟକ୍ରମରେ ସାମନ୍ୟ ପରିବର୍ତନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିଦେଶରୁ ଆସିଥିବା ଅତିଥିମାନେ ଗୁଲମାର୍ଗ ଯିବେ ନାହିଁ…

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ…

୧୪ ସନ୍ତାନର ମାଆ ହେଲେଣି ମହିଳା, ତଥାପି ଆହୁରି ଇଛା

ଲାସ୍ ଭେଗାସ୍ : ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକାଂଶ ଦମ୍ପତ୍ତି ଗୋଟେ ସନ୍ତାନ କରିବାକୁ ପସନ୍ଦ କରୁଛନ୍ତି । କାଁ ଭାଁ ଦୁଇଟି ସନ୍ତାନ କରିବାକୁ ଆଗ୍ରହ ରଖୁଛନ୍ତି । ଏମିତି କି ଆଜିର ମହଙ୍ଗା ଦୁନିଆରେ ଦୁଇ ପିଲାଙ୍କୁ ପାଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏମିତି ଜଣେ ମହିଳା…

ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦ୍‌ଘାଟନ କରନ୍ତୁ-ରାହୁଲ

ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନ ପ୍ରସ୍ତୁତ । ବାକି ଅଛି ଗୃହ ପ୍ରବେଶ । ତେବେ ଏହାର ଉଦଘାଟନ ତାରିଖକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଥମରୁ ବିରୋଧ କରାଯାଇଛି। ଏବେ କିଏ ଉଦଘାଟନ କରିବ ତାକୁ ନେଇ ମଧ୍ୟ କଂଗ୍ରେସ  ସ୍ୱର ଉଠାଇଛି । ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଫୁଟବଲ ମ୍ୟାଚ ଅବସରରେ ଦଳଚକଟା ୧୨ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ:ଏଲ ସାଲଭାଡୋରର କସ୍କାଟଲନ ଷ୍ଟାଡିୟମରେ ଏକ ଦୁଃଖଦ ଘଟଣା ଘଟିଛି । ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ରୁ ଅଧିକ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରବେଶ ଦ୍ୱାର ବନ୍ଦ ହେବା ସତ୍ୱେ ଅନେକ ଦର୍ଶକ ଧସେଇ…

ଆଉ ୫ ଦିନ କାଳବୈଶାଖି; ତାପମାତ୍ରାରେ ପରିବର୍ତ୍ତନ ନାହିଁ

ଭୁବନେଶ୍ୱର: ଆହୁରି ୫ ଦିନ ଏପରି ତାତି ଲାଗି ରହିବ । ୫ ଦିନ ଭିତରେ ତାତି କମବାର କୌଣସି ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ବଳବତ୍ତର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଅପରାହ୍ନରେ   ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନ…

ଅଧ୍ୟାଦେଶ ଅଡ଼ୁଆ, ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରକୃତ ବସ୍ ଦିଲ୍ଲୀ ସରକାର ବୋଲି ସୁପ୍ରିମକୋର୍ଟଙ୍କ ରାୟର ୮ ଦିନ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପୁଣି ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇଛି । ଯାହାକି ସମ୍ବିଧାନ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି କହିବା ସହ ବିରୋଧୀଙ୍କୁ ଏ ପ୍ରସଙ୍ଗରେ ଏକାଠି ହେବାକୁ…

ସଡକ ଦୁର୍ଘଟଣାରେ ଚାଲିଗଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଫିଲ୍ମ ଜଗତରେ ଖେଳି ଯାଇଛି ଶୋକର ଛାୟା । ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ହରାଇଛି ଇଣ୍ଡଷ୍ଟ୍ରି । ବଙ୍ଗ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତ ଆଉ ନାହାନ୍ତି । ଏକ ସଡକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା । ମିଳିଥିବା ସୂଚନା ଅନୁଯାୟୀ,…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…