Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଫୁଟବଲ୍ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୪ ଆଦ୍ୟକାଳଟି ଯାହା ଥିଲା ଏତେକାଳ ପରେ ସେ ବିଷୟକୁ ପଢିଲେ ଆମକୁ ତାହା ନିଶ୍ଚୟ ଭାରି ଅଦ୍ଭୁତ ଲାଗିବ । ଆମର ସ୍ମୃତିରେ ଏଇଠି ଫୁଟବଲ୍ କହିଲେ ଫୁଟବଲର ଧାରାବିବରଣୀର କଥା ମନେ ପଡେ ଆଉ ମନେପଡନ୍ତି ଆକାଶବାଣୀ କଟକର ଦୁଇ…

ପୁସ୍ତକ ପରିଚୟ : ମରୁଦ୍ରୋହ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ମରୁଦ୍ରୋହ : ନାରୀ ହୃଦୟରେ ଏକ ପରିବର୍ତ୍ତିତ ସ୍ବର ଉପନ୍ୟାସ : ମରୁଦ୍ରୋହ ଲେଖିକା : ମମତାମୟୀ ଚୈୗଧୁରୀ ପ୍ରକାଶକ : ପଶ୍ଚିମା ପ୍ରଥମ ପ୍ରକାଶ : ୨୦୨୨ ପୃଷ୍ଠା ସଂଖ୍ୟା : ୧୬୦ ମୂଲ୍ୟ : ୧୮୯ ଟଙ୍କା ଫକୀର ମୋହନ ସେନାପତିଙ୍କ ରେବତୀ ଭଳି…

ମେକର୍ସଙ୍କୁ ବିଗାଡି ଦେଲେ ଅକ୍ଷୟ: ହେରାଫେରୀ ୩ ପରେ ହାତରୁ ଗଲା ଆୱାରା ପାଗଲ ଦିୱାନା ୨, ୱେଲକମ ୩

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଳା ଭଲ ନାହିଁ ଲଗାତର ଫିଲ୍ମ ଫ୍ଲପ ହେବା ପରେ ଏବେ ଭଲ ଭଲ ମୁଭି ତାଙ୍କ ହାତଛଡା ହେବାରେ ଲାଗିଛି । ହେରା ଫେରୀ୩କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅକ୍ଷୟ ଏ ଭଳି ଡିମାଣ୍ଡ କଲେ ଯେ, ପ୍ରଡ୍ୟୁସର ଫରୋଜ ନାଡିୟାଡୱାଲା ତାଙ୍କୁ ହଟେଇ କାର୍ତିକ ଆର୍ଯ୍ୟନଙ୍କୁ…

ଶ୍ରୀଜିଉଙ୍କ ଦେବ ଦୀପାବଳି ନୀତି

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ନୀତି  । ତେବେ ଏହି ନିତିକାନ୍ତି ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ବିଧି ଅନୁଯାୟୀ ପାଳନ ହେବାର ପରମ୍ପରା ରହିଆସିଛି ।‌ ଏହି ନୀତିକାନ୍ତିରେ ମହାପ୍ରଭୁ ଦୀପଦାନ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ…

ଫୁସକି ଗଲା ଅପହରଣ ନାଟକ, ୫୦ ଲକ୍ଷ ପାଇବା ପୂର୍ବରୁ ପହଞ୍ଚିଗଲା ପୋଲିସ

କୋରାପୁଟ: ଉଜୁଡି ଗଲା ରାତାରାତି ଧନୀ ହେବାର ସ୍ୱପ୍ନ । ଫେଲ ମାରିଲା ସବୁ ଟେକନିକ୍ । ଫୁସକି ଗଲା ଅପହରଣ ପ୍ଲାନ । ବଡଲୋକ ତ ହୋଇ ପାରିଲେନି । ଶେଷରେ ବଦନାମ ହେଲେ,ଜେଲ ଗଲେ । ଏମିତି ଥିଲା ଏକ ଅପହରଣ ପ୍ଲଟର ଶେଷ ପରିଣତି । ଅଭିଯୁକ୍ତ ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ୫୦ ଲକ୍ଷ…

ଚାଷୀ ଆତ୍ମହତ୍ୟା ଓ ସରକାରଙ୍କ ଅସ୍ୱୀକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୦ରେ ଅମୀର୍ ଖାନ୍ ଅଭିନୀତ ପିପ୍‌ଲି ଲାଇଭ୍ ନାମକ ଏକ ହିନ୍ଦି ଚଳଚ୍ଚିତ୍ର ଆସିଥିଲା । ଯାହାର କାହାଣୀର ମୂଖ୍ୟ ଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ୱୀକାର ନକରିବାର ସରକାରଙ୍କ ନିର୍ଲ୍ଲଜ ପ୍ରୟାସ । ସେତେବେଳେ…

୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ…

ଆପ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ମସାଜ କରୁଥିବା ବ୍ୟକ୍ତି ଦୁଷ୍କର୍ମ ଅଭିଯୁକ୍ତ !

ନୂଆଦିଲ୍ଲୀ: ତିହାର ଜେଲରେ ସଜା କାଟୁଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଆପର ଅଡୁଆ ତୁଟିବା ନାମ ନେଉ ନାହିଁ । ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଆପ ବ୍ୟାକଫୁଟକୁ ଆସିଥିଲା । ତଥାପି ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ…

ପଦ୍ମଫୁଲ ତୋଳୁ ତୋଳୁ ଚାଲିଗଲା ଜୀବନ

ଅନୁଗୁଳ : ପଦ୍ମଫୁଲ ନେଲା ଜୀବନ  । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ ।…

ରାଜଧାନୀର ଏ କି ବ୍ୟବସ୍ଥା, ମା’ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ବର : ପଦାରେ ପଡ଼ିଲା ରାଜଧାନୀର ଅବ୍ୟବସ୍ଥା  । ମୃତ ମାକୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ  । ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ । ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ  । ଏ ଦୃଶ୍ୟ ହେଉଛି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର । ମୃତ ମହିଳା ହେଲେ ବୋଲଗଡ଼ ଡଙ୍ଗରପଡ଼ା…