Latest Odisha News

BREAKING NEWS

ଆଞ୍ଚଳିକ ଭାଷାରେ ପଢ଼ାଯିବ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ

ନୂଆଦିଲ୍ଲୀ: ସହଜ ହେବ ଶିକ୍ଷାଦାନ । ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇ ଶିକ୍ଷାଦାନକୁ ଆହୁରି ସରଳ କରିବା ସହ ବୋଧଗମ୍ୟ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ, ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ସାରା ଦେଶରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି…

ଅର୍ଚ୍ଚନା କେସରେ ଇଡି ସମନ କରିଥିବା ୧୨ ଜଣଙ୍କୁ ଜାଣିଛି: ଜୟନାରାୟଣ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କ ଲିଙ୍କ୍ ରହିଛି। ତେବେ ଏହି ବଡ଼ ବଡ଼ିଆ କିଏ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇଡି ମଧ୍ୟ ୧୨ ଜଣଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ କହିଥିବା ସୂଚନା ମିଳିଛି। ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପକୁ ମଞୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଥିଲେ।  ଲୋକନାଥ ମନ୍ଦିରର ସେବାୟତଙ୍କ ସହ ସେ ଆଲୋଚନା…

ପୁଣି ତିନି ଦିନିଆ ରିମାଣ୍ଡରେ ଯିବ ଖଗେଶ୍ୱର ପାତ୍ର, କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ବଢିଲା। ଖୋର୍ଦ୍ଧା ଜିଲ୍ଲା ଦୌରାଜଜର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ଯିବାକୁ ଅନୁମତି ଦେଇଛନ୍ତି। ଜେରା ବେଳେ ଇଡିକୁ ଖଗେଶ୍ୱର ତଦନ୍ତରେ ସହଯୋଗ କରୁନାହିଁ ତେଣୁ ଆଉ ୫…

ଆଉ ନାହାନ୍ତି ରସନା ଫାଉଣ୍ଡର ଆରିଜ ଫିରୋଜଶାହ

ମୁମ୍ବାଇ: ରସନା ଗ୍ରୁପର ଫାଉଣ୍ଡର ଆରିଜ ପିରୋଜଶାହ ଖମ୍ବାଟାଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆରିଜ ୮୦/୯୦ ଦଶକରେ ରସନା ପାନୀୟ ଯୋଗୁ ଘରେ ଘରେ ପରିିଚିତ ହୋଇ ପଡିଥିଲେ । ସେ ୱାପିଜର ପୂର୍ବ ଚେୟାରମ୍ୟାନ ଓ ଅହମ୍ମଦାବାଦ ପାରସୀ ପଂଚାୟତର ପୂର୍ବ ସଭାପତି ଥିଲେ । ଏହା ବ୍ୟତୀତ ଭାରତର…

ଏୟାରପୋର୍ଟ ନିକଟ ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ!

ଭୁବନେଶ୍ୱର: ରାଜଧାନୀର ହାଇସିକ୍ୟୁରିଟି ଜୋନ ନିକଟରେ ଚାଲିଛି ଦେହ ବ୍ୟବସାୟ! ବିମାନ ବନ୍ଦର ପାଖରେ ଥିବା ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ। ପରେ ପୋଲିସକୁ ଖବର ଦେଇ ହସ୍ତାନ୍ତର କରିଛନ୍ତି। ଗିରଫ ହୋଇଥିବା ଦୁଇ…

ଅମିତାଭଙ୍କ କୁନି ଫ୍ୟାନ; ପାଦ ଛୁଇଁବା ପାଇଁ ଭାଙ୍ଗିଲା ସୁରକ୍ଷା ବଳୟ

ମୁମ୍ବାଇ: ବଲିଓଡର ବିଗ ବି ତଥା ମେଗାଷ୍ଟାର  ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କର ଫ୍ୟାନ୍ସ ପାଗଳ । ଏକଥା ଆମେ ଜାଣୁ । କିନ୍ତୁି ଏମିତି ପାଗଳ..! ବିଗ୍ ବିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ତାଙ୍କର ଘର ସାମ୍ନାରେ ପ୍ରତିଦିନ ଛିଡା ହୋଇଥାନ୍ତି । ଅମିତାଭ ବି ତାଙ୍କ ଫ୍ୟାନ୍ସଙ୍କ…

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଭୁବନେଶ୍ବର ଏମ୍ସ ଡାକ୍ତର

ଭୁବନେଶ୍ୱର: ଆମେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କହୁ । ଆଜି ସେହି ଭଗବାନ ପ୍ରସୂତୀଙ୍କୁ ବିପଦ ମୁହଁରୁ ବଞ୍ଚାଇଛନ୍ତି । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା । ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ…

ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୋଟ ୫୧ ଗୋଟି ଅଭିଯୋଗ ପତ୍ର ମିଳିଥିବା…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…