ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୪୦ ଆତଙ୍କୀ; ପୂରା ଇଲାକା ପୋଲିସ କବ୍ଜାରେ
ଇସଲାମବାଦ: ପୁଣି ନୂଆ ବିବାଦରେ ଫସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗୋଟିଏ ବିବାଦରୁ ମୁକୁଳି ନାହାନ୍ତି, ଆଉ ଗୋଟିଏ ବିବାଦରେ ଫସିଛନ୍ତି ଇମ୍ରାନ । ପାକ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଲୁଚି ରହିଛନ୍ତି ୩୦ରୁ ୪୦ ଜଣ ଆତଙ୍କୀ । ପାକିସ୍ତାନ ସ୍ଥିତ…