ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ କଳ୍ପ ବଟ ସମ୍ମୁଖରେ ପାଞ୍ଚ ମହାଦେବଙ୍କ ଅବସ୍ଥାନ ବିଷୟରେ ଆଲୋଚନା ଜାରି ରହିଛି। ଏହି ପାଞ୍ଚ ମହାଦେବଙ୍କ ନିଜସ୍ୱ ଆସ୍ଥାନ ଶ୍ରୀକ୍ଷେତ୍ର…