Latest Odisha News

BREAKING NEWS

ରାସ୍ତା କଡ଼ରେ ବିକ୍ରି ହେଉଛି ମ୍ୟାଙ୍ଗୋ ଅଣ୍ଡା ଆମ୍‌ଲେଟ୍ : ଖାଇବାକୁ ଲୋକଙ୍କ ଭିଡ଼

ଆଜିକାଲି ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଭିନ୍ନ ଭିନ୍ନ ଖାଦ୍ୟର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କେହି ଚକୋଲେଟ୍ ମୋମୋସ୍‌, ଗୁପ୍‌ଚୁପ୍ ପ୍ରସ୍ତୁତ କରନ୍ତି ତ ଆଉ କିଏ ଅଜବ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଜଣେ ରାସ୍ତାକଡ଼ର ଉଠାଦୋକାନୀ ମ୍ୟାଙ୍ଗୋ…

ଖଟିଆର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିନ ଥିଲା ଝୋଟରେ ପ୍ରସ୍ତୁତ ଖଟିଆ ପ୍ରତ୍ୟେକଙ୍କ ଘର ଅଗଣାରେ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହା କାଁ ଭାଁଙ୍କ ଘରେ ଦେଖିବାକୁ ମିଳୁଛି । ଏହି ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଇଥାଏ,ଯାହାର ମୂଲ୍ୟ ବି ବହୁତ କମ୍ ଥାଏ । ହେଲେ ଏବେ ଏହି ଖଟିଆ ଖୁବ୍ ଚର୍ଚ୍ଚାରେ ଅଛି ।…

ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର

ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ । ଏହି ଘଟଣା ବିଷୟରେ ଝିଅଟି…

ନିର୍ବନ୍ଧରେ ପରିଣୀତିଙ୍କ ଜୋତାକୁ ନେଇ ଚର୍ଚ୍ଚା: ଦାମ୍ ବହୁତ କମ୍

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ନିର୍ବନ୍ଧ ହୋଇଯାଇଛି । ନୂଆଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହା ଆୟୋଜିତ ହୋଇଥିଲା । ତେବେ ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଯଦି…

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସୋମବାର ଦିନ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୨୨ ଅକ୍ଟୋବର ୧୫ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ…

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ…

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି । ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨…

ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ଫୋରେନ୍‌ସିକ୍ ମେଡିସିନ୍…

ଲୋକସେବା ଭବନ ପାଇଁ ଜାଲ୍ ପାସ୍, ଆଇଟି ପ୍ରୋଗ୍ରାମରଙ୍କ ସହ ନକଲି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଲୋକସେବା ଭବନ ମଧ୍ୟକୁ ପରିଚୟ ପତ୍ର ବିନା ପ୍ରବେଶ ଅସମ୍ଭବ । କିନ୍ତୁ ଆପଣ ଲୋକସେବା ଭବନକୁ ପ୍ରବେଶ କରି ପାରିବେ ଜାଲ୍ ପାସ୍ ନେଇ । ଜାଲ୍ ପାସରେ ଲୋକସେବା ଭବନକୁ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀଙ୍କ ସହ ଜାଲ୍ ପାସ୍ ଦେଇଥିବା…

ଶୁଭମନଙ୍କ ଶତକ, ହାଇଦ୍ରାବାଦ ସମ୍ମୁଖରେ ୧୮୯ ରନର ଟାର୍ଗେଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସର ଶୁଭମନ ଗିଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଶତକ ମାରିଛନ୍ତି । ତାଙ୍କ ଶତକ ବଳରେ ଗୁଜରାଟ ୧୮୯ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ସେ ୫୮ ବଲରେ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୧ ରନ…