Latest Odisha News

BREAKING NEWS

ବାନ୍ଧି ଦେଲେ ହାତଗାେଡ଼,ବିନା ଆନାସ୍ଥେସିଆରେ କଲେ ବନ୍ଧ୍ୟାକରଣ ଅପରେସନ

ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର  ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ । ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ  ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ପସନ୍ଦ ହେଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲା କନିଆ

ଡେରାଡୁନ: ଚାଲିଥିଲା  ବାହାଘର ପ୍ରସ୍ତୁତି  ।  ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା ।  ଘଟଣା…

ଅଧଘଣ୍ଟାରେ ମିଳିଲା ହଜିଲା ଏୟାରପଡ଼୍; ଫେରାଇବା କୌଶଳ ଦେଖି ସମସ୍ତେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ  ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ  ?   ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ…

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।... କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ…

୧୩୫ ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା

ନୁୂଆଦିଲ୍ଲୀ:  ବିଦେଶ ଯାତ୍ରା କରିବାକୁ ସମସ୍ତଙ୍କର ମନ । ହେଲେ ପକେଟ ସମସ୍ତଙ୍କୁ ଅନୁମତି ଦିଏନି । ତେଣୁ ବିଦେଶ ଭ୍ରମଣ ସ୍ୱପ୍ନ ସମସ୍ତଙ୍କର ଅଧାରେ ରହିଯାଏ । ହେଲେ ଏହି ଖବର ଶୁଣିବା ପରେ ମରିଯାଇଥିବା ସ୍ୱପ୍ନ ପୁଣି ମୁଣ୍ଡ ଟେକିବ । ମାତ୍ର ୧୩୫ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା । ତା…

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…

ଏୟାରପୋର୍ଟରେ ଜନ୍ମ ହେଲା ଶିଶୁ, କୁନି ଯାତ୍ରୀଙ୍କୁ ସ୍ୱାଗତ କଲେ କର୍ମଚାରୀ

ନୂଆଦିଲ୍ଲୀ: ବିମାନବନ୍ଦରରେ ଥିଲେ ସବୁଠାରୁ କୁନି ଯାତ୍ରୀ । ମାତ୍ର କେଇ ଘଣ୍ଟାର ।  କୁନି ବିମାନଯାତ୍ରୀଙ୍କୁ ଦେଖିବାକୁ ବେଶ ଭିଡ ଜମିଥିଲା । କୁନି ଯାତ୍ରୀଙ୍କୁ ଦେଖି  ଏୟାରପୋର୍ଟ କର୍ମର୍ଚାରୀମାନେ ଖୁସିରେ  ସ୍ୱାଗତ ବି କରିଥିଲେ । କିଛି ସମୟ ପାଇଁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ…