ପିଓକେରେ ଷଡଯନ୍ତ୍ର ରଚୁଛି ପାକିସ୍ଥାନ: ଛୋଟ ପିଲାଙ୍କୁ ଅପହରଣ କରି ଦେଉଛି ଆତଙ୍କୀ ତାଲିମ
ଇସଲାମବାଦ: ଆତାଙ୍କବାଦର ପୁଷ୍ଠପୋଷକ ସାଜିଛି ପାକିସ୍ତାନ । ବିଭିନ୍ନ ପ୍ରଲୋଭନ ଦେଖାଇ ଏଇ ଘୃଣ୍ୟ କାମରେ ଯୁବଗୋଷ୍ଠୀକୁ ସାମିଲ କରୁଥିଲା । ଏବେ ଛୋଟ ପିଲାଙ୍କୁ ବି ଛାଡିନି । ପାକ ଅଧିକୃତ କଶ୍ମୀରରେ ଛୋଟ ଛୋଟ ପିଲାମାନଙ୍କୁ ଜବରଦସ୍ତ ଆତଙ୍କବାଦୀ ସଜାଇବାର ଷଡଯନ୍ତ୍ର ଚାଲିଛି ।…