Latest Odisha News

BREAKING NEWS

ଧାମନଗର ରାୟ : ବିଜୟମୁହାଁ ସୂର୍ଯ୍ୟବଂଶୀ ସୂରଜ

ଧାମନଗର: ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୪ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୧  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୬୩,୦୩୧  ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ଜିମ୍ବାୱେ ସମ୍ମୁଖରେ ୧୮୭ ରନର ଟାର୍ଗେଟ ରଖିଲା ଭାରତ, ସ୍କାଏଙ୍କ ଆଉ ଏକ ଅର୍ଦ୍ଧଶତକ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ ପର୍ଯ୍ୟାୟର ଶେଷ ମୁକାବିଲାରେ ଭାରତ ୧୮୭ ରନର ବିଜୟ ଲକ୍ଷ୍ୟ ଜିମ୍ବାୱେ ସମ୍ମୁଖରେ ରଖିଛି । ସେମିଫାଇନାଲରେ ୪ଟି ଟିମ ପ୍ରବେଶ କରି ସାରିଥିବାରୁ ଏହି ମ୍ୟାଚର ଗୁରୁତ୍ୱ କମି ଯାଇଛି । ଭାରତ ବିଜୟ ସହ ଟେବୁଲ ଟପର ହେବାକୁ ଚାହିଁବ । ଇଂଲଣ୍ଡ,…

ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ : ପ୍ରଶାନ୍ତ ନନ୍ଦ

ଏକାଧାରରେ ସେ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତିକାର, ରାଜନୀତିଜ୍ଞ ତଥା ସାହିତ୍ୟିକ। ନିଜର ବହୁମୂଖୀ ପ୍ରତିଭା ସହ ସେ ଅନନ୍ୟ ଏବଂ ଅସାଧାରଣ। ଯେଉଁ କ୍ଷେତ୍ରରେ ସେ ପାଦ ଦେଇଛନ୍ତି ସେଇଠି ସଫଳତାର ଶୀର୍ଷରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା…

ଧାମନଗର ଉପନିର୍ବାଚନ ରାୟ : ବିଜୟ ନିକଟତର ବିଜେପି

ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ ।  ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୩ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୭୫୫ …

ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ଦାୟର

ବେଙ୍ଗାଲୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ନାଁରେ ମାମଲା ରୁଜୁ । ଭାରତ ଯୋଡ ଯାତ୍ରା ସମୟରେ ବିନା ଅୁମତିରେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍ 2 ସଙ୍ଗୀତର ବ୍ୟବହାର କରିଥିଲା କଂଗ୍ରସ  । ଏହାକୁ ନେଇ ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଅଭିଯୋଗ ହୋଇଥିଲା । ଏନେଇ ବେଙ୍ଗାଲୁରୁ ପୋଲିସ କଂଗ୍ରେସ…

ଧାମନଗର ଫଳ : ସୂରଜଙ୍କ ଭୋଟ୍ ବଢୁଛି

ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ ।  ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୨ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୨୧୪…

ଧାମନଗର ଫଳ:୧୧ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆଗୁଆ

ଧାମନଗର: ଧାମନଗର ଫଳାଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ । ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଆଗୁଆ ରହିଆସିଛନ୍ତି । ଭୋଟରଙ୍କ ମତାମତ ନେଇ ଯାହା ଆଶା କରୁଥିଲେ ସୂରଜ, ଫଳାଫଳ ତାଙ୍କ ସପକ୍ଷରେ ଯାଉଥିବା ଦେଖିବାକୁ ମିଳୁଛି । ବିଜେପି ପୁଣି ଗଡ଼ ଜିତିବା ନେଇ ସ୍ପଷ୍ଟ ଚିତ୍ର…

ଧାମନଗର ରାୟ: ଆଗେଇ ଚାଲିଛି ବିଜେପି, ପଛରେ କଂଗ୍ରେସ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୧୦ ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ନବମ ରାଉଣ୍ଡରେ ସୂରଜ ୪୮୪୫ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୪୫,୩୨୧  ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ…

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ…