Latest Odisha News

BREAKING NEWS

ଭାରତରେ ଛଟେଇ ଆରମ୍ଭ କଲା ଟ୍ବିଟର

ନୂଆଦିଲ୍ଲୀ:  ଟ୍ବିଟରରେ ଚାକିରି ଛଟେଇକୁ ନେଇ ସାରା ବିଶ୍ବରେ ଚର୍ଚା ଚାଲିଛି । ଏହାରି ଭିତରେ ଭାରତରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମେଲ ହସ୍ତଗତ ହୋଇଥିବା କିଛି କର୍ମଚାରୀ କହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ପ୍ରାୟ 200 କର୍ମଚାରୀଙ୍କୁ ଭାରତରେ ଛଟେଇ…

ଏଫଆଇଏଚ ପ୍ରୋ ଲିଗ: କଳିଙ୍ଗ ଷ୍ଟାଡିୟମରେ ଭାରତର ଗୋଲ ବର୍ଷା

ଭୁବନେଶ୍ୱର: ଚଳିତ ଏଫଆଇଏଚ ପ୍ରୋ ଲିଗରେ ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଖେଳାଳି ଗୋଲ ବର୍ଷା କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଭାରତ ୭-୪ରେ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂ (୭ମ, ୧୯ତମ)ଓ କାର୍ତି ସେଲଭମ(୧୭ତମ, ୩୮ତମ) ୨ଟି…

ପାକିସ୍ତାନରେ ଜଳୁଛି ନିଆଁ, ଗୃହଯୁଦ୍ଧ ଆଶଙ୍କା

ଇସଲାମବାଦ: ପାକିସ୍ତାନରେ ଏବେ ନିଆଁ ଜଳୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପିଟିଆଇ ପାକିସ୍ତାନର ପ୍ରମୁଖ ସହରରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛି, ନିଆଁ ଜାଳୁଛି। ସବୁଠୁ ବଡ଼ କଥା ହେଲା ପାକିସ୍ତାନର ସେନା ଏବଂ ଆଇଏସଆଇ ବିରୋଧରେ ହଜାର…

ପାରା ୱାର୍ଲ୍ଡ ବ୍ୟାଡମିଂଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ଓଡିଶାର ପ୍ରମୋଦ

ଟୋକିଓ: ଏଠାରେ ଚାଲିଥିବା ପାରା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ । ସେ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସର ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଏସଏଲ୩…

ଅଷ୍ଟ୍ରେଲିଆ ନିକଟରୁ ହାରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବୀ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଆଜି ତାର ସୁପର ୧୨ର ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆ ନିକଟରୁ ୪ ରନରେ ହାରିଯାଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଆଫଗାନିସ୍ତାନର ଅଧିନାୟକ ମହମ୍ମଦ ନବୀ ତାଙ୍କ ପଦରୁ ଇସ୍ତଫା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି । ଏହି ବୈଠକରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…

ଜଣେ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ନୂଆପଡ଼ା: ଶିକ୍ଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଏକାଠି ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଡ଼ମଝର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ତ୍ରିସ୍ତରୀୟ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମରେ ଇଭିଏମ୍, ରବିବାର ସକାଳ ୮ରୁ ଭୋଟ୍ ଗଣତି

ଭଦ୍ରକ: ଧାମନଗର ଉପନିର୍ବାଚନରେ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୬ ତାରିଖ ରବିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଭିତରେ ଇଭିଏମ୍ ରଖାଯାଇଛି । ୩ ତାରିଖରେ ହୋଇଥିବା ଭୋଟ୍ ଗ୍ରହଣରେ ଧାମନଗରରେ ୬୮.୯୮ ପ୍ରତିଶତ ମତଦାନ…

ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇ ବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ସକାଳୁ ସକାଳୁ ଦ୍ୱାରଫିଟା ପରେ ମଙ୍ଗଳ…

୯ ଦଫା ଦାବି ନେଇ ସୋନପୁରରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ

ସୋନପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ ଜାରି ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ସୋନପୁର ସହରର ସୁରେଶ୍ବରୀ ମନ୍ଦିରରୁ ଡ୍ରାଇଭର ମାନେ ଦଣ୍ଡବତ ଯାତ୍ରା କରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ…