Latest Odisha News

BREAKING NEWS

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା…

କଂଗ୍ରେସର ପ୍ରଚାର ମଙ୍ଗ ସମ୍ଭାଳିବେ ପ୍ରିୟଙ୍କା

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ନିର୍ବାଚନ ପ୍ରଚାର ପାଇଁ ପ୍ରମୁଖ ଚେହେରା କରିବାକୁ ବଡ଼ ଯୋଜନା କରିଛି। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ପ୍ରମୁଖ ରାଜ୍ୟର ନିର୍ବାଚନରେ ପ୍ରିୟଙ୍କା ଆଗ୍ରେସିଭ ପ୍ରଚାର କରିବେ। କର୍ଣ୍ଣାଟକ ନିର୍ବାଚନରେ ବଡ଼ ବିଜୟ…

ବିଶ୍ୱର ଏକ ନମ୍ବର ଜାଭେଲିୟନ ଥ୍ରୋୟର ହେଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ସେ ପୁରୁଷ ବିଭାଗରେ ଶୀର୍ଷ ସ୍ଥ୍‌ାନ ହାସଲ କରିଛନ୍ତି । ସେ ବିଶ୍ୱ ଚାମ୍ପିୟନ…

ଚୌହାନଙ୍କୁ ଚେତାବନୀ, ଘର ସଜାଡ ନ ହେଲେ କର୍ଣ୍ଣାଟକ ଦଶା ଭୋଗିବ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚିନ୍ତା ବଢିଛି। ଦଳର କାର୍ଯ୍ୟକର୍ତା ବୈଠକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା କୁହାଯାଉଛି। ଦଳର ବରିଷ୍ଠ ନେତାମାନେ ବୈଠକରେ ମଧ୍ୟପ୍ରଦେଶ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ନେଇ ଚିନ୍ତା ପ୍ରକଟ…

ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଏହି ସବୁ ଟ୍ରେନ୍

ଭୁବନେଶ୍ୱର: ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେବ । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ମାର୍ଗ ନିର୍ମାଣ କରାଯି । ଏଥି ଯୋଗୁଁ…

ଭଡ଼ାରେ ମିଳୁଛି ଗର୍ଲଫ୍ରେଣ୍ଡ: ଦିନକୁ ଚାର୍ଜ ଜାଣିଲେ ହୋସ ଉଡ଼ିଯିବ

ମେକ୍ସିକୋ: ଆଜିକାଲି ଭଡ଼ାରେ ପ୍ରତ୍ୟେକ ଜିନିଷ ସହଜରେ ମିଳିପାରୁଛି । ଲୋକମାନେ ଘର ହେଉ କି ଗାଡ଼ି ପ୍ରତ୍ୟେକ ଜିନିଷ ଭଡ଼ାରେ ନେଇଥାନ୍ତି । କିନ୍ତୁ ଏବେ ଗର୍ଲଫ୍ରେଣ୍ଡ ଅତି ସହଜରେ ଭଡ଼ାରେ ମିଳିପାରୁଛନ୍ତି । ଯିଏ ଆପଣଙ୍କର ସବୁ ଆବଶ୍ୟକତାକୁ ପୂରଣ କରିପାରିବ । କିନ୍ତୁ ଏହାର ପ୍ରତିବଦଳରେ ସେ…

ଫିଲ୍ମ‘ଜରା ହଟ୍‌କେ ଜରା ବଚ୍‌କେ’ର ସଫଳତା ନେଇ ଦରଘା ଗଲେ ସାରା

ମୁମ୍ବାଇ: ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’କୁ ନେଇ ଅଭିନେତ୍ରୀ ସାରା ଅଲ୍ଳୀ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ସଫଳତା ନେଇ ଦରଘାରେ ପହଞ୍ଚିଛନ୍ତି ସାରା । ଦରଘା ଭିତରେ ଥିବା ସମୟର କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି…

ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ ହେଲା ବିଦ୍ୟୁତ ସଂଯୋଗ, ବିକିରଣ ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ନ୍ୟୁକ୍ଲିୟର ବିକିରଣ ଆଶଙ୍କା ବୃଦ୍ଧି ପାଇଛି । ରିପୋର୍ଟ ମ ୁତାବକ ୟୁକ୍ରେନ ଅଧିନରେ ଥିବା ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହା ଦ୍ୱାର ବିକିରଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ସୋମବାର ରୁଷ…

ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କଲେ ମହିଳା

ମେକ୍ସିକୋ: ସମଗ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ଜଣେ ମହିଳା ନିଜ ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାଙ୍କର ଏହି ଗୋଡ଼କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।…

ମିସ୍ ୟୁନିଭର୍ସର ୨୯ ବର୍ଷ ପାଳନ କଲେ ସୁସ୍ମିତା ସେନ୍‌

ମୁମ୍ବାଇ: ୧୯୯୪ ମସିହା ମେ ୨୧ ତାରିଖରେ ଅଭିନେତ୍ରୀ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ସେ ଦେଶପାଇଁ ମିସ୍ ୟୁନିଭର୍ସ ସମ୍ମାନ ପ୍ରଥମ ଥର ଆଣିଥିଲେ । ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ସହିତ ଉତ୍ସବ ମନାଇଛନ୍ତି । ଝିଅ ରେନି ଓ ଆଲିଶାଙ୍କ ସହିତ ସେ କେକ୍ କାଟି…