Latest Odisha News

BREAKING NEWS

ମୁଲାୟମଙ୍କୁ ଭାରତ ରତ୍ନ ଦେବା ପାଇଁ ରାଷ୍ଟ୍ରପତି ଓ ପିଏମଙ୍କୁ କଂଗ୍ରେସ ନେତାଙ୍କ ଚିଠି

ମୁମ୍ୱାଇ: ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ଦେବାକୁ ମହାରାଷ୍ଟ୍ର କଂଗ୍ରେସ ନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ…

ଉତର କୋରିଆ-ଦକ୍ଷିଣ କୋରିଆ ବିବାଦ ଚରମ ସୀମାରେ, ଜାପାନରେ ଜାରୀ ହେଲା ଆଲର୍ଟ

ଟୋକିଓ: ରୁଷ-ୟୁକ୍ରେନ ପରେ ଏବେ ଉତର କୋରିଆ ଓ ଦକ୍ଷିଣ କୋରିଆ ବିବାଦ ତୀବ୍ର ରୂପ ନେଇଛି । ଏପରିକି ଏହି ଅଶାନ୍ତି ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଜାପାନ ମଧ୍ୟ ତାର କେତେକ ଅଂଚଳରେ ଆଲର୍ଟ ଜାରୀ କରିଛି । ୨ ଦିନ ତଳେ ଉତର କୋରିଆ ବିବାଦୀୟ ଅଂଚଳ ନିକଟରେ ୨୩…

ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ୬୦ଜଣ କଳାକାର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼। କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର। କୋଭିଡ ଯୋଗୁଁ ୨ ବର୍ଷ ଧରି ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ହେବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ଧନୁଯାତ୍ରାରେ ମୁଖ୍ୟ ଆର୍କଷଣ କଂସର…

ଗୁଜରାଟ ମୋର୍ବି ଭଳି ଚୀନରେ ଭୁଶୁଡ଼଼ି ଥିଲା ପୋଲ, ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବିରେ ବ୍ରିଜ୍ ଭୁଶୁଡ଼ି ୧୩୪ ଜଣଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଛି । ତେବେ ଏଭଳି ମାମଲାରେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ଉଦାହରଣ ପ୍ରାୟତଃ ନାହିଁ କହିଲେ ଚଳେ । ଯେଉଁଥି ପାଇଁ ପୋଲ ନିର୍ମାଣକାରୀ ସଂସ୍ଥା ହେଉ ଅବା ମରାମତି ଦାୟିତ୍ୱ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ଯାଉଥିବା ବେଳେ ଦୁର୍ଘଟଣାରେ ଗର୍ଭବତୀ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ତିତି ଗାଁର ରଞ୍ଜନ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଆଜି ବାଜିବ ଗୁଜରାଟ ବିଗୁଲ୍

ଗୁଜରାଟ: ବାଜିବ ଗୁଜରାଟ ବିଗୁଲ୍ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା । ମଧ୍ୟାହ୍ନରେ ନିର୍ବାଚନ କମିଶନ କରିବେ ପ୍ରେସମିଟ । ଆଜି ତାରିଖ ଘୋଷଣା ନେଇ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ । ଏଥର ବି ୨ଟି ପର୍ଯ୍ୟାୟରେ ନିର୍ବାଚନ…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୨ କର୍ମଚାରୀ

ଲକ୍ଷ୍ନୌ: ହୋଟେଲର ଷ୍ଟୋରରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲେ ୨ କର୍ମଚାରୀ । ଉତ୍ତରପ୍ରଦେଶର ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ…

ଧାମନଗର: ମତସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର: ଧାମନଗରରେ ଚାଲିଛି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ…

ରାଜଭବନରୁ ୩ଟି ଚନ୍ଦନ ଗଛ ଚୋରି  

ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ…