ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କ ପରଲୋକ
ଅମ୍ବାଲା: ହରିଆଣା ଅମ୍ବାଲା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କର ଆଜି (ଗୁରୁବାର) ପରୋଲକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ୩ ଥର ବିଜେପି ସାଂସଦ ହୋଇଥିବା ରତନ ଲାଲଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ ଡାକ୍ତରଖାନାରେ…