Latest Odisha News

BREAKING NEWS

ସର୍ଟ ସର୍କିଟରୁ ଗୁହାଳରେ ନିଆଁ ଲାଗି ୬୨ଟି ମେଣ୍ଢା ଜୀବନ୍ତ ଦଗ୍ଧ

ବୌଦ୍ଧ: ଗୁହାଳରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୬୨ ମେଣ୍ଢା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଡାଶୀଙ୍ଗା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଗାଁର ଶୁକଦେବ କର୍ଣ୍ଣଙ୍କ ଗୁହାଳରେ ନିଆଁ ଲାଗି ୬୨ଟି ମେଣ୍ଢା ଜୀବନ୍ତ ଜଳିଯାଇଛନ୍ତି। ଖବର ପାଇ…

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ : ପଡୋଶୀଙ୍କ ଛାତରେ ଲୁଚାଇଥିଲେ ପେଟି ପେଟି ଟଙ୍କା

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆସିଛି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ସକାଳୁ ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍ସ ଟିମ…

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ…

ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି

ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍‌କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ ।…

ଭାରତରେ ତିଆରି ହେବ ଫାଇଟର୍ ଜେଟ୍ ଇଞ୍ଜିନ୍, ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ MQ-9Bକୁ ମୋଦୀଙ୍କ ସ୍ୱାଗତ

ଓଡ଼ିଶା ସମ୍ବାଦ ବ୍ୟୁରୋ: MQ-9B ରିପର୍ ଡ୍ରୋନ୍ କିଣିବା ପାଇଁ ଭାରତର ଯୋଜନାକୁ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ। ଆମେରିକାର କମ୍ପାନୀ ଜେନେରାଲ୍ ଆଟୋମିକ୍ ଦ୍ୱାରା ଏହି ଡ୍ରୋନ୍ ପ୍ରସ୍ତୁତ କରାଯାଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ ବୋଲି…

ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ

ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି ।  ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ବଞ୍ଚେଇବାର ଚେଷ୍ଟା କରୁକରୁ, ଖୁମ୍ବଟି କାଠର ଡେକ୍ ଉପରେ ପଡ଼ିଯିବାରୁ, ସମୀରା ଭାରସାମ୍ୟ ହରାଇ ନୀଳ ସମୁଦ୍ରର ଅତଳ ଗର୍ଭକୁ ଛିଟ୍‌କି ପଡ଼ିଲା । “ନାଇଁ... ସମୀରା ଦି’...,” ବିକଳ ଚିତ୍କାର କରି ଭାଙ୍ଗି…

କବିତା : ସାର୍ଥକ ଜନମ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

ଆଣ୍ଠେଇ ପଡ଼ି ଦିବ୍ୟାଙ୍ଗ ନୃତ୍ୟଶୀଳ୍ପିଙ୍କ କଥା ବୁଝିଲେ 5T ସଚିବ ଭି.କେ ପାଣ୍ଡିଆନ୍, ଫଟୋ ଭାଇରାଲ୍

ନୀଳଗିରି: ଦରଖାସ୍ତ ଦେବା ପାଇଁ ଚେୟାର୍‌ରେ ବସିଥିଲେ ଦିବ୍ୟାଙ୍ଗ । ହେଲେ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ପାଖକୁ ଆସିାପାରୁ ନଥିଲେ। ତେବେ ସଚିବଙ୍କ ଆଖି ପଡ଼ିବାରୁ ସେ ଦୌଡ଼ିଯାଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖେ ଆଣ୍ଠେଇ ବସିପଡିଲେ। ଦରଖାସ୍ତ ନେବା ସହ ଦୁଃଖ ଶୁଣିଲେ। ଏହି ଘଟଣା ଏବେ ବେଶ୍…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କମ୍ପ୍ୟୁଟର ଚିପ୍ ନିର୍ମାତା ମାଇକ୍ରୋନ୍ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ଗୁଜୁରାଟରେ ୨.୭୫ ବିଲିୟନ ଡ଼ଲାର୍ (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗ କରିବ। ମାଇକ୍ରୋନ୍ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଦୁଇଟି ପର୍ଯ୍ୟାୟରେ ବିକଶିତ…