ଶ୍ୟାମଳ ରଙ୍ଗ ହୋଇଥିବାରୁ ବିବାହ କରିବାକୁ ମନା କଲା କନିଆ; ଶିଶୁପାଳ ହୋଇ ଫେରି ଆସିଲା ବର
ବିହାର : ଚାଲିଥିଲା ବିବାହ ମହୋତ୍ସୋବ । ବାଜୁଥିଲା ବାଜା । ଫୁଟୁଥିଲା ବାଣ ଆଉ ଏହି ଶଦ୍ଦରେ କମ୍ପି ଉଠୁଥିଲା ପୁରା ପରିବେଶ । ଠିକ୍ ଏହି ସମୟରେ ପଡ଼ିଲା ଚହଳ । କନ୍ୟା ଘରେ ବର ପହଞ୍ଚିବା ପରେ ବିବାହ ପାଇଁ ଦୁହେଁ ବରଣମାଳ ପିନ୍ଧାଇବାକୁ ପ୍ରସ୍ତୁତ ହୋଇଥିଲେ । ଏହି ସମୟରେ ହଠାତ୍…