ଲକ୍ଷ୍ନୌକୁ ଜିତାଇବା ପରେ ଡାକ୍ତରଖାନାରେ ପଡିଥିବା ବାପାଙ୍କ ଭିଡିଓ କଲ କରି ମୋହସୀନ କହିଲେ ଆପଣ ଖୁସି ତ ?
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ବିଜୟୀ କରାଇଥିବା ମୋହସୀନ ଖାଁ ପ୍ରଦର୍ଶନ ଅପେକ୍ଷା ଅନ୍ୟ ଏକ କାରଣ ନେଇ ପ୍ରଶଂସିତ ହେଉଛନ୍ତି । ଶେଷ ଓଭରରେ ମୁମ୍ବାଇ ଜିତିବା ପାଇଁ ୧୧ ରନ ଆବଶ୍ୟକ କରୁଥିବା ବେଳେ ମୋହସୀନଙ୍କ ବୋଲିଂ ଯୋଗୁ ଦଳ ୫…