Latest Odisha News

BREAKING NEWS

ଅଯୋଧ୍ୟାରେ ହେବ ଭବ୍ୟ ଦୀପୋତ୍ସବ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରାଯିବ । ଏହି ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାର ଦିନ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି।  ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରେ ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଲଢ଼େଇ

ସିଡ୍‌ନି :  ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହେଉଛି। ଆୟୋଜକ ଅଷ୍ଟ୍ରେଲିଆ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ । ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଆଫ୍‌ଗାନିସ୍ତାନର ମୁକାବିଲା ହେବ ।  ସିଡ୍‌ନିରେ  ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପାଇଁ ଦୁଇ ଦଳ…

କବିତା : ସ୍ମୃତି

ମହମ୍ମଦ ତଫିଜୁଲ୍ ହୋସେନ  ସ୍ମୃତିତ ଅନେକ ଅଛି ବୁଣିବା ପାଇଁ ସବୁଠି ନିର୍ଜନ ମରୁଭୂମି ଉର୍ବର ଭୂମି ଖୋଜି ଚାଲିଛି ସେ ଅଙ୍କୁରିତ ହେବ, ଶାଖା ପ୍ରସାରିତ କରିବ ଦ୍ରୁମରୁ ମହାଦ୍ରୁମ ହୋଇ ଛାଇ ଦେବ ଥକ୍କା ମଣିଷଙ୍କୁୁ, ପଥହରା ପଥିକଙ୍କୁ ଭଙ୍ଗା ହୃଦୟେ ଧରି ବୁଲୁଥିବା ପ୍ରେମିକଙ୍କୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମଣିଷ ଜୀବନ ଦି' ଦିନିଆ ଆଜି ଅଛି ତ କାଲି ନାହିଁ । ଆସେ ଖାଲିହାତେ ଯାଏ ଖାଲିହାତେ ! କିନ୍ତୁ କେତେଟା ଅହଂକାରୀ ବଡ଼ଲୋକୀ ବଲାଉ ଥିବା ବ୍ୟକ୍ତିମାନେ ଭାବନ୍ତି । ଆମେ ଯାହା ସବୁ ଅର୍ଜନ କରିଚୁ ବା ଆମ ପାଖରେ ଯାହା ଅଛି ସବୁକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସର୍ବସାଧାରଣଙ୍କୁ ଦୃଶ୍ୟମାନ ସୁଉଚ୍ଚ ପ୍ରାଚିରୀକୁ କୁହାଯାଏ ମେଘନାଦ ପ୍ରାଚୀର।ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି "ମତ୍ତଭାନୁ କପିଳେନ୍ଦ୍ର ଦେବ, ନିଜ…

ଭାଷା ଭାଗବତ : ଉତ୍ସବ ପାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ନ ଖାଉଛୁଁ ପ୍ରତିଦିନ ବର୍ଷକେ ଦିନଟେ ସମ୍ମାନ ଜଣାଇ ଉତ୍ସବ ପାଳନ କରିବା ଶୁଦ୍ଧ ଅପମାନ ଯେ ଯାହା ନିଅଂତି ନିଷ୍ପତ୍ତି କେହି ନ ଭାବି ଅବା ଚିଂତି ଯେହେତୁ ମାନିନେଉଥାଂତି ଦୁର୍ବଳ ହୁଏ ବ୍ୟକ୍ତି, ଜାତି…

ରାଷ୍ଟ୍ରପତି ଆସନରୁ ଦ୍ରୌପଦୀ ମୁର୍ମୁଙ୍କୁ ବଦଳାଇବାକୁ ଆବେଦନ, କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବଦଳାଇବାକୁ ସୁପ୍ରିମକୋର୍ଟରେ ଆବେଦନ। ଆବେଦନକାରୀ ହେଉଛନ୍ତି କିଶୋର ଜଗନ୍ନାଥ ସାୱନ୍ତ। ସେ ନିଜକୁ ପରିବେଶବିତ୍ ବୋଲି କହିଛନ୍ତି। ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ତାଙ୍କୁ ନିକଟରେ ହୋଇଥିବା ରାଷ୍ଟ୍ରପତି…

ଭାଇଜାନ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ 16 ପାଇଁ ଭାଇଜାନ ଓରଫ ସଲମାନ ଖାନ ଏବେ ହେଡ ଲାଇନରେ ରହିଛନ୍ତି। ଏଥିସହିତ ଦବଙ୍ଗ ଷ୍ଟାର ନିଜ ଫିଲ୍ମ ସୁଟିଂ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ଏକ ବିବ୍ରତ କରିବା ଭଳି ଖବର ସାମ୍ନାକୁ ଆସିଛି। ଏହି ଖବର ତାଙ୍କ ସ୍ୱାସ୍ଥ୍ୟ ସହିତ…

ସମର୍ଥକ ଆସିଲେ, ସହଯୋଗୀ ଆସିଲେନି, ଏକା ଏକା ଅପରାଜିତା?

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକା ଏକା ଅପରାଜିତା! ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିଅନ୍‌(ଆଇପିୟୁ)ରେ ଭାରତର ପ୍ରାର୍ଥୀ ହୋଇ ବିଜୟ ହୋଇ ଭାୟା ଦିଲ୍ଲୀ ଭୁବନେଶ୍ବର ଫେରିଲେ। ରାଜ୍ୟର କୋଣ ଅନୁକୋଣରୁ ଯଦିଓ ଅପରାଜିତଙ୍କ ସମର୍ଥକ ଆସିଥିଲେ କିନ୍ତୁ ତାଙ୍କ ସହଯୋଗୀ ବିମାନ ବନ୍ଦରକୁ ନଆସିବା…

ଚାରି ବର୍ଷ ପରେ ପାକିସ୍ତାନ FATF ଗ୍ରେ ତାଲିକାରୁ ବାହାରିଲା

ପ୍ୟାରିସ: ପାକିସ୍ତାନ ଫାଇନାଂସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) 'ଧୂସର ତାଲିକାରୁ' ବାହାରିଛି । ଆତଙ୍କବାଦକୁ ସହଯୋଗ କରିବା, ମନି ଲଣ୍ଡରିଂ ବ୍ୟବସ୍ଥାରେ ତ୍ରୁଟି ପାଇଁ ପାକିସ୍ତାନ ପ୍ୟାରିସ୍ ଭିତ୍ତିକ ଏଫଏଟିଏଫ ର ର ଧୂସର ତାଲିକାରେ ଚାରି ବର୍ଷ ହେଲା ରହି ଆସିଥିଲା । ଏହି ଗ୍ରେ…