Latest Odisha News

BREAKING NEWS

ଇମ୍ରାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ, ୬ ମୃତ

ଇସଲାମବାଦ: ଜଳୁଛି ପାକିସ୍ତାନ । ଜଳାପୋଡା, ଗୁଳି ମାଡ । ଇମ୍ରାନଙ୍କ ଗିରଫଦାରୀ ପରେ ସାରା ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।   ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଇମ୍ରାନ ସମର୍ଥକ । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି କୋର୍ଟ ପରିସରରୁ ଉଠାଇ ନେବା ପରେ…

ସଫଳ ହେଲା ରାହୁଲଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଂଟସର ଅଧିନାୟକ ଦାୟିତ୍ୱ ସେ ତୁଲାଉଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ…

ଭୋଟ ଦେଲେ ଦୀପାଳି, ଟଙ୍କଧର; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮% ମତଦାନ

ଝାରସୁଗୁଡା: ଖରାର ତାତି ଯେତେ ବଢୁଛି, ଝାରସୁଗୁଡାରେ ରାଜନୈତିକ ବାତାବରଣ ସେତେ ତାତୁଛି । ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ମତଦାନ । ମତଦାନ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢିବା ସହ ଭୋଟରଙ୍କ ଭିଡ ମତଦାନ…

ପ୍ରଥମ ଦେଖା ହେଲା ଅନ୍ତିମ ଦେଖା; ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଆସି ପାୱାର ଚାନେଲରେ ଭାସିଗଲେ ଛାତ୍ରୀ

ବୁର୍ଲା: ପ୍ରଥମ ଦେଖା ହେଲା ଶେଷ ଦେଖା । ପ୍ରଥମ ଥର ପାଇଁ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ହେଲେ ଏମିତି ମୃତ୍ୟୁ ତାଙ୍କୁ କୋଳେଇ ନେବ ବୋଲି କିଏ ଜାଣିଥିଲା ? ବୁର୍ଲା ପାୱର ଚାନେଲର ସାଇଫନରେ ବସି କଥା ହେଉଥିବାବେଳେ ଭାସିଗଲେ ଯୁବତୀ । ଗତକାଲିଠାରୁ ଖୋଜାଖୋଜି ଚାଲିଛି । ଏ…

ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ; ଆଜି ସନ୍ଧ୍ୟାରେ ବାତ୍ୟା

ଭୁବନେଶ୍ୱର: ଧୀରେ ଧୀରେ ଘନଉଛି ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ  ସକ୍ରିୟ ଅବପାତ ଏବେ  ଗଭୀର ଅବପାତର ରୂପ ନେଇସାରିଛି  । ସକାଳ ୫ଟା ୩୦ରେ ଗଭୀର ଅବପାତର ରୂପ ନେଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୧ ତାରିଖ ମଧ୍ୟରାତ୍ର କିମ୍ବା ୧୨ ତାରଖ ସକାଳ…

କର୍ଣ୍ଣାଟକରେ ଚାଲିଛି ମତଦାନ; ଭୋଟ ଦେବା ପାଇଁ ସବୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ।  କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ…

ଝାରସୁଗୁଡାରେ ଚାଲିଛି ମତଦାନ: ଭୋଟରଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ଚାଲିଛି ମତଦାନ । ନବଙ୍କ ପରେ କିଏ ନେବ ଜିଲ୍ଲାର ଦାୟିତ୍ୱ ? ଏଥିପାଇଁ ଆଜି ନେତା ବାଛିବେ ଝାରସୁଗୁଡ଼ବାସୀ । ତିନି ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ । ଏଥିପାଇଁ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସୋଫା ବାଡ଼ ଉପରେ ବୀରା ଚାରିପଟେ ବୁଲିବୁଲି ସମୀରା କହୁଥାଏ, “କହିଲୁ ବୀରା, ସତରେ କ\'ଣ ମୁଁ ଅବାସ୍ତବବାଦୀ ଆଉ ଡରକୁଳୀ?” “ହଁ ”, କହୁକହୁ ସମୀରା ଗମ୍ଭୀର ମୁହଁ ଉପରେ ନଜର ପଡ଼ିଗଲା ତ ବୀରା ଚଟାପଟ କହିଲା, “ଆରେ…

କବିତା : ମୁକ୍ତି

ଅନନ୍ତାଂଶୁ ଜେନା  ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି ଖରାବେଳ ନଈ ପଠା ଗାଁ ହାଟ ବେସୁରା ବେସୁରା ସତେକି ଆକାଶଟା ଛିଣ୍ଡି ପଡିଛି ! ବୀଣାର ମଧୁରତା କେଡ଼େ କର୍କଶ ତୁମେ ଫେରିଗଲା ପରେ ଏ କ’ଣ କାଳର ଅଟ୍ଟାହାସ୍ୟ ! ସତରେ, ଛୁଇଁଦେଲ ମୃତ୍ୟୁକୁ ! କାଳାନ୍ତକ ର ବାର୍ତ୍ତା…

ଭାଷା ଭାଗବତ : ଯଶେଷଣା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ ନ କଲେ ଆଦର ଲେଖକ ଲୋଡ଼େ ପୁରସ୍କାର କରେ ଯାହା ବି ଦରକାର ଏମିତି ଦଶା ସାହିତ୍ଯର ନିଜର ଲେଖାକୁ ବିଶ୍ବାସ ନ କରି, ହୁଏ ଯେ ହତାଶ ଛପା ହେଲେ ବି ତା'ର ବହି ପାଠକ ଖୋଜି ପଢ଼େନାହିଁ ଅତି ଅଧିକ ଯଶେଷଣା କରି ଲେଖକ…