Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବିକା ଦେବଦାସୀ ବା ଭିତର ଗାଆଣୀ ଦେବଦାସୀଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଦୈନଦିନ ସେବା ବିଷୟ ଆଲୋଚିତ ହୋଇଛି। ବର୍ତ୍ତମାନ ଆଲୋଚନା କରିବା ବିଭିନ୍ନ…

ଖୁବଶୀଘ୍ର ଆରମ୍ଭ ହେବ ବ୍ରହ୍ମପୁର-ଜୟପୁର ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ

ବ୍ରହ୍ମପୁର: ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରୁଥିବା ୩୦୫ କିଲୋମିଟର ଲମ୍ବା ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସାମାଜିକ-ଅର୍ଥନୈତିକ ବିକାଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ରାଜ୍ୟ…

ଆଉ ଏକ ଯୌନ ଶୋଷଣ ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ଯାତନା ମାମଲାରେ ଆମେରିକାର ଫେଡେରାଲ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଡୋନାଲ୍ଡ କୋର୍ଟ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି। ଟ୍ରମ୍ପ ୧୯୯୦ ଦଶକରେ ଜଣେ ମହିଳାଙ୍କ ସହ…

ମେ ୧୫’ରେ ହାଓ୍ୱଡାରୁ ପୁରୀ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!

ଭୁବନେଶ୍ବର: ନିକଟରେ ପରୀକ୍ଷାମୂଳକ ବା ଟ୍ରାଏଲ ରନ୍ ପରେ ହାଓ୍ୱଡାରୁ ପୁରୀ କେବେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ ଯେଉଁ ଉତ୍ସୁକତା ଥିଲା ତାହା ଏବେ ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଇମ୍ରାନ ଖାନଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ ଇସଲାମାବାଦ ହାଇକୋର୍ଟ, ଜଳୁଛି ପାକିସ୍ତାନ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ହାଇକୋର୍ଟ ସମର୍ଥନ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥକମାନେ ରାସ୍ତାରେ ଆସିଛନ୍ତି। ଇସଲାମାବାଦରୁ ଏଭଳି ଚିତ୍ର…

କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଅପରାଜିତା ଏବଂ ଧର୍ମେନ୍ଦ୍ରଙ୍କ ଶ୍ରେୟ ରାଜନୀତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ଐତିହ୍ୟ ମାନ୍ୟତା ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମେ ୫ରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଏ ବାବଦରେ ସୂଚନା ମିଳିଛି।…

୫୧୨୬୦ ନକଲି ସିମ୍ କାର୍ଡ ବାତିଲ, ଜାଣନ୍ତୁ କେଉଁମାନଙ୍କର ହୋଇଛି?

ଭୁବନେଶ୍ୱର: ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି / ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି। ଏହା ସହାୟତାରେ ସାଇବର ଅପରାଧକୁ କମ୍…

ବିଜେଡି-ବିଜେପି ମୁହାଁମୁହିଁ ବେଳେ ନୀତୀଶଙ୍କୁ ଭେଟି ନରେନ୍ଦ୍ର ମୋଦୀଙ୍କୁ ବଡ଼ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର: ଜନତା ଦଳ (ୟୁନାଇଟେଡ୍) ଦାବି କରିଛି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ବିରୋଧୀ ଏକତା ଦଳର ନେତା ହୋଇଛନ୍ତି। ଏହି କ୍ରମରେ ସେ ଦେଶରେ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି। ଆଉ ମଙ୍ଗଳବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ…

ନିମନ୍ତ୍ରଣ କାର୍ଡ଼ରେ ଅଜବ ସର୍ତ୍ତ : ଅତିଥିଙ୍କ ମଧ୍ୟରେ ଅସନ୍ତୋଷ, କହିଲେ ଏହା ଅପମାନଜନକ

ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏହି ଦିନକୁ ସ୍ମୃତି କରି ରଖିବାକୁ ସମେସ୍ତ ଚାହାଁନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଚଳାଇଥାନ୍ତି । ବିବାହ ପୋଷାକ କିଣିବାଠାରୁ ଆରମ୍ଭ କରି ମଣ୍ଡପ ସାଜ୍ଜସଜ୍ଜା ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏଥିସହ ଅତିଥିମାନଙ୍କୁ…

ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୨୦୦ ରନର ଟାର୍ଗେଟ

ୱାଙ୍ଖେଡ: ଚଳିତ ଆଇପିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ରୋହିତ ଶର୍ମା ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବିରାଟ କୋହଲି (୧)ଓ ଅଞ୍ଜୁ…