Latest Odisha News

BREAKING NEWS

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ

ରାଉରକେଲା: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହିତ ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ…

ଧନତେରାସ ଦିନ 75 ହଜାର ନିଯୁକ୍ତି ପାଇବେ, କେନ୍ଦ୍ର ସରକାର ଦେବେ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷରେ ଅର୍ଥାତ ଡିସେମ୍ବର 2023 ସୁଦ୍ଧା 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାପାଇଁ ଯୋଜନା ରଖିଛନ୍ତି। ସେ ଏହି ମେଗା ନିଯୁକ୍ତି ଡ୍ରାଇଭକୁ ଆସନ୍ତା ଧନ୍ତରାସ୍ ଦିନ ଅର୍ଥାତ୍ 22 ଅକ୍ଟୋବର ଦିନ ଦିୱାଲୀ ଅବସରରେ ଆରମ୍ଭ କରିବେ । ଏହି…

ସମସ୍ତ ରାଷ୍ଟ୍ରପତିଙ୍କ ନାଁ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସଫଳତା

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର…

ବିନା ଅସ୍ତ୍ରୋପଚାରରେ ୩ ଶିଶୁ ଜନ୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ୩ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରସୂତୀ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଆଙ୍କରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସିଲି ବିଷୋୟୀ। ସେ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ମ ସନ୍ତାନ ଜନ୍ମ ଦେଇଥିଲେ।…

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ବାଂଲାଦେଶ ଗସ୍ତରେ ଯିବ । ଭାରତ ଏଠାରେ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୭ ବର୍ଷ ପରେ ବାଂଲାଦେଶରେ ଖେଳିବ ଭାରତ । ଡିସେମ୍ବର ୪ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହାର ସମସ୍ତ ମ୍ୟାଚ ମୀରପୁରରେ ଖେଳାଯିବ । ପ୍ରଥମ…

ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ!

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ। ଲିଜ ଟ୍ରସଙ୍କ କିଛି ନିଷ୍ପତ୍ତିକୁ ନେଇ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଯାଉଥିବାରୁ ବ୍ରିଟେନରେ ସାଧାରଣ ଜନତାଙ୍କ ଅସନ୍ତୋଷ ବୃଦ୍ଧି ପାଇଥିଲା । ତାଙ୍କର ଟ୍ୟାକ୍ସ ଛାଡ ନିଷ୍ପତ୍ତିକୁ ନେଇ  ଦଳର…

୪୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର…

ଯୁବପିଢ଼ୀଙ୍କୁ ଜାପାନ ସରକାରଙ୍କ ଅନୁରୋଧ, ଅଧିକରୁ ଅଧିକ ମଦ ପିଅ !

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହାକୁ ପିଇବା ପାଇଁ ବୋଧହୁଏ କେହି କାହାକୁ ପରାମର୍ଶ ଦେଇ ନ ଥାଏ । ମାତ୍ର ଜାପାନ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଜାପାନ ସରକାର ଯୁବ ପିଢ଼ୀଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ କହିଛନ୍ତି । ଏଥିନେଇ…

ଶ୍ରୀଲଙ୍କା ପରେ ସୁପର ୧୨ରେ ପ୍ରବେଶ କଲା ନେଦରଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଶ୍ରୀଲଙ୍କା ପରେ ନେଦରଲାଣ୍ଡ ଟିମ ସୁପର ୧୨ରେ ପ୍ରବେଶ କରିଛି । ଗ୍ରୁପ ୧ରେ ଶ୍ରୀଲଙ୍କା ଏବଂ ଭାରତ ଥିବା ଗ୍ରୁପ ୨ରେ ନେଦରଲାଣ୍ଡ ସ୍ଥାନ ପାଇଛନ୍ତି । କ୍ୱାଲିଫାଇଂ ରାଉଣ୍ଡର ଗ୍ରୁପ ଏର ଶେଷ ମୁକାବିଲାରେ ୟୁଏଇ ୭ ରନରେ ନାମ୍ବିଆକୁ ପରାସ୍ତ…

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ…