ନିଆରା ବିବାହ: ରୀତିନୀତିରେ ହେଲା ବାଛୁରୀର ବିବାହ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ପାନିପଥ: ଏଠି ଥିଲା ନିଆରା ପରିବେଶ । ବାହାଘରର ଆୟୋଜନ କରାଯାଇଥିଲା । ମନ୍ତ୍ର ପଢୁଥିଲେ ବ୍ରାହ୍ମଣ । ଏହାସହିତ ବିବାହାର ରୀତିନିତି ପାଳନ କରାଯାଉଥିଲା । ଲୋକମାନେ ବି ଏହି ବାହାଘରରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ତେବେ ଏହି ବିବାହ ଉତ୍ସବରେ ବର କି ବରବଧୁ ନ ଥିଲେ । ଏହା ସତସତିକା…