ପ୍ରଚାର, ପ୍ରସାରରେ ଧୋନୀ ହୀରୋ, ଯୁବରାଜ ଭାରତକୁ ୨ଥର ବିଶ୍ୱକପ ଜିତାଇଛନ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛନ୍ତି । କ୍ରିକେଟର୍ସଙ୍କୁ ଅନାବଶ୍ୟକ ଗୁରୁତ୍ୱ ଦେବା ନେଇ ସେ ସମାଲୋଚନା କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ବ୍ରଡକାଷ୍ଟର୍ସ ଓ ମିଡିଆ ହୀରୋ ଭାବେ…