Latest Odisha News

BREAKING NEWS

ଟାଇଟାନିକ ଜାହାଜ ପରି ଘର ତିଆରି କଲେ ଚାଷୀ

ପଶ୍ଚିମବଙ୍ଗ: ଅଧିକାଂଶ ଲୋକ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖନ୍ତି । ଯାହାକୁ ସେମାନେ ନିଜ ମନ ମୁତାବକ ଡ଼ିଜାଇନ୍ କରିବେ । ହେଲେ ଏହି ସ୍ୱପ୍ନ କାହାର ପୂରଣ ହେଉଥିବା ବେଳେ ଆଉ କାହାର ହୋଇ ନ ଥାଏ । ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ନିଜର ସ୍ୱପ୍ନର ଘର ତିଆରି କରି ଚର୍ଚ୍ଚାକୁ…

କୁସ୍ତିଯୋଦ୍ଧାଙ୍କୁ ରାକେଶ ଟିକାୟତଙ୍କ ସମର୍ଥନ, ସରକାରକୁ ଦେଲେ ଚେତବାନୀ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି। ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ତଥାକଥିତ ଚାଷୀ ନେତା ରାକେଶ ଟିକାୟତ। ଆଜି ଜନ୍ତରମନ୍ତର ଆସି ଆନ୍ଦୋଳନରତ…

୨୦୨୪ ଜାନୁଆରୀ ୨୬ ପରେଡରେ ସାମିଲ୍ ହେବେ କେବଳ ମହିଳା

ନୂଆଦଲ୍ଲୀ: ୨୦୨୪ ଗଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟ ପଥରେ କେବଳ ମହିଳା ସାମିଲ୍ ହେବେ । ପରେଡ୍ ସହ ପ୍ରଦର୍ଶନୀ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କେବଳ ମହିଳା ହିଁ ନଜର ଆସିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେନା ଓ ପରେଡରେ ସାମିଲ୍ ହେଉଥିବା ଅନ୍ୟ ବିଭାଗକୁ ଚିଠି ଲେଖି…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଜୋସ ବଟଲର ୯୫ ଓ ସଞ୍ଜୁ ସାମସନ ୬୬…

ଏମିତି ଏକ ଗାଁ: ଯେଉଁଠି ସନ୍ଧ୍ୟା ହେଲେ ମହିଳା ହୁଅନ୍ତି ‘କମାଣ୍ଡୋ’

ଛତିଶଗଡ଼: ସନ୍ଧ୍ୟା ହେଲେ ମହିଳା ହୁଅନ୍ତି କମାଣ୍ଡୋ । ଗାଁକୁ ଦିଅନ୍ତି ସୁରକ୍ଷା । ରାତି ଅନିଦ୍ରା ହୋଇ ଜଗି ରୁହନ୍ତି ଗାଁକୁ । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଭାବୁଥିବେ ମହିଳା ପୁଣି କମାଣ୍ଡୋ ହୋଇ ସୁରକ୍ଷା କେମିତି ଦେବେ । ବାସ୍ତବରେ ଛତିଶଗଡ଼ରେ ଏମିତି ଏକ ଗାଁ ରହିଛି,…

କାଠଯୋଡ଼ି ନଦୀ ଉପରେ ରାଜ୍ୟ ସରକାର ତିଆରି କରିବେ ବ୍ରିଜ, ଆରମ୍ଭ ହେଲା ପ୍ରକ୍ରିୟା

କଟକ: ଭୁବନେଶ୍ୱର-କଟକ ମଧ୍ୟରେ ସଡ଼କପଥ ସେବାକୁ ଗହଳି ମୁକ୍ତ ଏବଂ ଉନ୍ନତ କରିବା ପାଇଁ ରାଜ୍ୟ ସରକାର କଟକ ଜିଲ୍ଲାର ତ୍ରିଶୁଳିଆ ନିକଟରେ ଥିବା କାଠଯୋଡ଼ି ନଦୀ ଉପରେ ଏକ ଚାରି ଲେନ୍ ବିଶିଷ୍ଟ ବ୍ରିଜ ବା ପୋଲ ନିର୍ମାଣ ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ସେତୁରେ ପାଦଚଲା ରାସ୍ତା ଓ ଉପଯୁକ୍ତ…

ଜୟପୁରରେ ୩ ଦିନ ହେଲା ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ଜୟପୁର: ଜୟପୁର ସହରରେ ଭାଲୁ ଆତଙ୍କ । ୩ ଦିନ ହେଲା ଗୋଟିଏ ଭାଲୁ ଜୟପୁର ରେଳ ଷ୍ଟେସନ ଅଞ୍ଚଳରେ ଘୁରୁ ବୁଲୁଛି । ଖବର ପ୍ରଚାର ପରେ ଜୟପୁର ବନଖଣ୍ଡର ଏକ ଟିମ ଭାଲୁକୁ ଖୋଜା ଖୋଜି କରୁଛନ୍ତି । ଗତକାଲି ଭାଲୁଟି ଜୟପୁର ବିମାନବନ୍ଦର ଅଞ୍ଚଳରେ ଦେଖା ଦେଇଥିଲା ଭାଲୁଟି । ଭାଲୁଟିକୁ ଧରି…

୧୪ଟି ଚୋରି ବାଇକ୍ ଜବତ, ୨ ଚୋର ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପାରାଦୀପ: ଟ୍ରାଫିକ୍ ପୋଲିସ ଚେକିଂ ସମୟରେ ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ପାରାଦୀପ ଥାନା ପୋଲିସ ୨ ଗାଡ଼ି ଚୋରଙ୍କ ସହ ଚୋରି ଗାଡ଼ି କିଣୁଥିବା ଜଣେ ଗ୍ରାହକଙ୍କୁ ଗିରଫ କରିଛି । ଏରସମା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରୁ ୧୪ଟି ବାଇକକୁ ଜବତ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ ।…

ଦୀପାଳି ଏ ମାଟିର ଝିଅ, ଝାରସୁଗୁଡାବାସୀ ଭୋଟ୍ ଦେଇ ଜିତାଇବେ ବିଶ୍ବାସ: ନବୀନ

ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ନିର୍ବାଚନ ମଣ୍ଡଳୀର ଅମିଲିପାଲିରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଦୀପାଳିଙ୍କୁ ପ୍ରଶଂସା କରିବା ସହ ଏ ମାଟିର ଝିଅ ବୋଲି କହିଛନ୍ତି। ଏଥିସହ ଏ…

ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷିତ: ସାଇନା, କାଶ୍ୟପ ଦଳରୁ ବାଦ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷଣା କରାଯାଇଛି । କରୋନା ମହାମାରୀ ଯୋଗୁ ୨୦୨୨ ଏସିଆନ ଗେମ୍ସକୁ ଘୁଂଚାଇ ଦିଆ ଯାଇଥିଲା । ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କୁ ବାଦ ଦିଆଯାଇଛି । ଦୁଇ ଥର ଅଲିମ୍ପିକ ବିଜେତା ପିଭି…