Latest Odisha News

BREAKING NEWS

ଟାଟା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ; ୧୯ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ  । ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍  ।  ଗ୍ୟାସ ଲିକ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୧୯ ଗୁରୁତର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଷ୍ଟିମ ପାଇପ ଫାଟି…

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୨ ବହିପୋକ ବା ଯାହାକୁ ଆମେ ଇଂରେଜୀରେ "ବୁକୱାର୍ମ" ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି…

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି…

କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ, ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ

ନୂଆଦିଲ୍ଲୀ: ପୂର୍ବ କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ। ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ। ମଙ୍ଗଳବାର ଦିନ ୧.୩୦ ବେଳେ ପୂର୍ବ କାଶ୍ମୀରରେ ଭୂମିକମ୍ପ ହୋଇଛି।  ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ରିକ୍ଟୋର ସ୍କେଲ୍‌ରେ ତୀବ୍ରତା ୫.୪ ରହିଛି। ମିଳିଥିବା…

ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଏସସିବିରେ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ  ସଂଖ୍ୟା  ୨୮୯କୁ ବୃଦ୍ଧି ପାଇଛି ।   କଟକ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିବା ପରେ ଏହାର ସଂଖ୍ୟା ୨୮୮ରୁ ୨୮୯ରେ ପହଞ୍ଚିଛି। ମୃତକ ହେଉଛନ୍ତି ବିହାରର ବିଜୟ ପାଶୱାନ ।  ତାଙ୍କୁ…

କରଣ ଦେଓଲଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଧର୍ମେନ୍ଦ୍ର

ମୁମ୍ବାଇ: ଆଜିକାଲି ଅଭିନେତା ଧର୍ମେନ୍ଦ୍ର ବହୁତ ଖୁସି ଅଛନ୍ତି। କାରଣ ଧର୍ମେନ୍ଦ୍ରଙ୍କ ଘରେ ବାଜିବ ଶାହାନାଇ। ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲ ବର ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଜୁନ୍ ୧୮ ତାରିଖରେ ଦିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି।…

ଲୋକପ୍ରିୟ ମାଲାୟାଲମ ସିନେମା ଅଭିନେତା କଜାନ ଖାନଙ୍କର ହୃଦ୍‌ଘାତରେ ପରଲୋକ

ଥିରୁଭନନ୍ତୁପୁରମ: ଲୋକପ୍ରିୟ ମାଲାୟାଲମ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିବା ଅଭିନେତା କଜାନ ଖାନଙ୍କ ପରଲୋକ ହୋଇଛି। ସୋମବାର ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଡକ୍ସନ୍ କଣ୍ଟ୍ରୋଲର୍ ତଥା ନିର୍ମାତା ଏନଏମ୍ ବାଦୁଶା ସୋସିଆଲ ମିଡିଆ…

ଓଡ଼ିଶା ଶିଳ୍ପୀ ମହାସଙ୍ଘର କାରିଗର ସମାବେଶ

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ରାଜ୍ୟ ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ, ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ଦାବୀ କରିଛି । ୨୦୧୯ ମସିହା ମାର୍ଚ୍ଚ ୫ ତାରିଖରେ…

 ଶୁଦ୍ଧିକ୍ରିୟା ଭୋଜି ଖାଇ ଝାଡ଼ାବାନ୍ତି; ୨୬ ଆକ୍ରାନ୍ତ

ନୂଆପଡା:  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ଗାଁରେ ବ୍ୟାପିଛି ଝାଡାବାନ୍ତି । ଝାଡାବାନ୍ତିରେ ୨୬ ଜଣ ଆକ୍ରାନ୍ତ ହୋଇ ପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇବା ପରେ  ଅସୁସ୍ଥ…

ରେସଲର ଆନ୍ଦୋଳନ: ୫ଟି ଦେଶର କୁସ୍ତି ସଂଘକୁ ସିସିଟିଭି ଫୁଟେଜ ମଗାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଯାଂଚ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ରେସଲରମାନ ତାଙ୍କ ବିରୋଧରେ ଦୁଷ୍ମର୍ମ ପରି ସାଂଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଯନ୍ତରମନ୍ତରରେ ଧାରଣ ଦେଇଥିଲେ ।…