ଖସିପଡିଲା ବାୟୁସେନା ବିମାନ; ୪ ସାଧାରଣ ଲୋକ ମୃତ
ନୂଆଦିଲ୍ଲୀ:ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଏକ ବିମାନ ଏମଆଇଜି -୨୧ ଲଢୁଆ ବିମାନ ସୋମବାର ରାଜସ୍ଥାନର ହନୁମାନଗଡ ନିକଟରେ ଉଡୁଥିବାବେଳେ ଖସିପଡିଛି । ଏଥିଯୋଗୁ ରାସ୍ତାରେ ଯାଉଥିବା ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ।
ତେବେ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି ।…