Latest Odisha News

ଦିଲ୍ଲୀକୁ ଦୈନିକ ୨ ଲକ୍ଷ ଲିଟର କ୍ଷୀର ଯୋଗାଇବ ପଞ୍ଜାବ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଚଣ୍ଡିଗଡ଼: ପଞ୍ଜାବର ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଭେରକା ପ୍ଲାଣ୍ଟରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ବଟର ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏହା ଦ୍ୱାରା ଦୁଗ୍ଧ…

ଖଡଗେ କଂଗ୍ରେସ ସଭାପତି, ରାହୁଲ ଗାନ୍ଧୀଙ୍କ ଭୂମିକା କ’ଣ ରହିବ?

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ଦୀର୍ଘ 24 ବର୍ଷ ପରେ ଦଳର ନେତୃତ୍ବ ଅଣ ଗାନ୍ଧୀ ନେତାଙ୍କ ହାତକୁ ଯାଇଛି। ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବେଶ ଗୁରୁତ୍ବ ବହନ…

ବିଜେପି ସହ ଯୋଗାଯୋଗରେ ଅଛନ୍ତି ନୀତିଶ କୁମାର: ପିକେ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ରାଜନୈତିକ ପରିସ୍ଥିତି ସେପରି କିଛି ଉପୁଜେ ତେବେ ସେ ବିଜେପି ସହିତ ପୁଣିଥରେ ମେଣ୍ଟ କରିପାରନ୍ତି। ଏହା କହିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ତେବେ ଜେଡିୟୁ ଏହାକୁ ବିଭ୍ରାନ୍ତିକର ମତ…

ବାରଣାସୀରୁ ଧରାପଡିଲା ଆଇଏସ୍ଆଇଏସ ଅପରେଟିଭ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୪ ବର୍ଷୀୟ ଆଇଏସଆଇଏସ ଅପରେଟିଭକୁ ବାରଣାସୀରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାସିତ କଲାମ ସିଦ୍ଦିକି ବୋଲି ଜଣାପଡିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍ଆଇଏସ୍) ସମ୍ବନ୍ଧରେ ପଞ୍ଜୀକୃତ…

ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହେଲା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ।ଅକ୍ଟୋବର ୨୨ ସକାଳ ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା…

ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା, ମିଳିବ ୧୨ ହଜାର ଟଙ୍କା?

ଭୁବନେଶ୍ୱର: ବ୍ରାଇଡାଲ ମେକ ଅପ୍ । ଯୁବତୀ ମାନେ ବିବାହ କରିବା ପୂର୍ବରୁ ଆଜିକାଲି ବ୍ରାଇଡାଲ ମେକ ଅପ୍ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯାହାର ଦାମ ମଧ୍ୟ ଅଧିକ ରହିଥାଏ। ଏପରି ସ୍ଥିତିରେ ବିଜ୍ଞାପନ ଜରିଆରେ କୁହାଯାଇଛି ଆଗୁଆ ଅର୍ଦ୍ଧନଗ୍ନ ଫଟୋ ଦେଲେ ବ୍ରାଇଡାଲ୍ ମେକ ଅପ୍ ମାଗଣା…

ଅନୁବାଦ କବିତା : ପଚିଶ ବରଷ ପରେ

ମୂଳ ରଚନା : ଜୀବନାନନ୍ଦ ଦାଶ ଶେଷଥର ଦେଖା ଯେବେ ହୋଇଥିଲା ସେଇ ପ୍ରାନ୍ତରରେ କହିଥିଲି " ଆଉ ଦିନେ ଏଇ ସମୟରେ, ନିଶ୍ଚୟ ଆସିବ ତୁମେ ଆସିବାର ଇଚ୍ଛା ଯଦି ଥାଏ ପଚିଶ ବରଷ ପରେ ।" ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି ତା'ପରେ ଅନେକ ଥର ଜହ୍ନ ଓ ତାରାମାନେ ଫେରିଗଲେ ସେଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ…

ଭାଷା ଭାଗବତ : ସ୍ବଭାଷାର ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଅତି ଅତୀତାଶ୍ରୟୀ ହୋଇ ସ୍ବଭାଷା ବଢ଼ି ପାରୁନାହିଁ ଛିଂଡାଇ ପାରୁନି ବଂଧନ କରୁଛି ଅରଣ୍ୟେ ରୋଦନ ସ୍ବଭାଷୀ କଥା ଶୁଣି କହି ଥାଆଂତି ସୁଖେ ଦୁଃଖେ ରହି ପଠନ ଲିଖନ ଆଗ୍ରହୀ ହେବାକୁ ମନ ବଳେନାହିଁ ଗର୍ବ କରଂତି ଯାହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ ଶ୍ରୀନୃସିଂହଙ୍କୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ନାମରେ ଓ ବିଭିନ୍ନ ରୂପରେ ବିରାଜିତ ହୋଇଥିବାର ବିବରଣୀ ଆମେ ଜାଣିଲେ। ଏତେ ସବୁ…