ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ପରେ ରୌପ୍ୟ ଜିତିଲେ ଓଡିଶାର ଶ୍ରାବଣୀ
ବାଙ୍ଗାଲୋର: ଚଳିତ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଷ୍ଟାର ଆଥଲେଟ ଶ୍ରାବଣୀ ନନ୍ଦଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରାବଣୀ ୨୦୦ମିଟରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ୩୧ ବର୍ଷୀୟା ଏହି ସିନିୟର ଆଥଲେଟ ୨୩.୭୧…