ଦାଉଦ ଓ ହାଫିଜକୁ ପାକିସ୍ତାନ କେବେ ହସ୍ତାନ୍ତର କରିବ? ମିଳିଲାନି ଉତ୍ତର
ନୂଆଦିଲ୍ଲୀ: ଇଣ୍ଟରପୋଲ ବୈଠକରେ ଯୋଗଦେବାକୁ ପାକିସ୍ତାନରୁ ଆସିଥିବା ପାକିସ୍ତାନୀ ଅଧିକାରୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଦାଉଦ ବିଷୟରେ । ତେବେ ଅଧିକାରୀମାନେ ଏଭଳି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ । ଅଧିକାରୀ ଚୁପ ରହିବା ସହ ପାଟିରୁ କଥା ପଦେ ବି କହିନଥିଲେ । ଇଣ୍ଟରପୋଲ…