Latest Odisha News

BREAKING NEWS

ଗଳା କାଟି ଶିକ୍ଷକଙ୍କୁ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ

କୁଚିଣ୍ଡା : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୩୮) ।…

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ। ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି…

ଆଜି ରାଷ୍ଟ୍ରପତି ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ମୟୂରଭଞ୍ଜ: ଆଜି ହେଉଛି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ ବା ଅନ୍ତିମ ଦିନ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଗୋଟେ କଥା କହିବି - ମୋ' ଜାଣିବାରେ ତୁ ସବୁଠାରୁ ଅବିଶ୍ୱାସୀ ପିଲା । ଆଉ ମୋ' ଦୁର୍ଭାଗ୍ୟ ମୁଁ ତୋ' ସହିତ ସମ୍ପର୍କିତ ଯିଏ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ସାହସ ବି କରିପାରେନି ।” ବୀରା କହିଲା । “ଆରେ,…

କବିତା : ବୁଝି ହେଉନି

ରାମକୃଷ୍ଣ  ବୁଝି ହେଉନି ମୁଁ ଖେଳୁଛି ଶବ୍ଦକୁ ନା ଶବ୍ଦ ଖେଳୁଛି ମତେ କିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ ସମୁଦ୍ର କୂଳର ବାଲିଘର ପରି ଧୋଇନିଏ ନୀରବତାର ଢେଉ ମୁଁ ନିର୍ବାକ ଛିଡ଼ା ହୋଇ ରହେ ମୋର ନଥିବା ପଣରେ। କଳ୍ପନାର ଦୁର୍ଭେଦ୍ୟ ପିରାମିଡ…

ଭାଷା ଭାଗବତ : ବ୍ୟାକରଣ ଓ ବାକ୍ୟରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ବ୍ୟାକରଣ'କୁ କରି ଆଳ 'ବାକ୍ୟରଣ'ରେ ହେଲେ ଭୋଳ ଚଳଇ କଥା କଟାକଟି ସ୍ବଭାଷା ହୁଏ ଛାଟିପିଟି ଭାଷୀଏ ହୋଇଲେ ସ୍ବାଧୀନ ଭାଷାର ଉନ୍ନତି ବିଧାନ ସମୃଦ୍ଧି, ବିକାଶ, ବର୍ଧନ ହୁଅଇ ଆପେ ସୁସଂପନ୍ନ ଯାହା ଅଧିକ ପ୍ରଚଳିତ ତାହା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ଶହରୁ ଉର୍ଦ୍ଧ୍ୱ ସକ୍ରିୟ ସେବକ ଥିବାର ଆମେ ଜାଣିଛେ। କିନ୍ତୁ ଆଉ କୋଡିଏ ସେବକ ବା ସେବା ଯାହା ରେକର୍ଡଭୁକ୍ତ ହୋଇଛି ସେ ସେବା କିଛି ଚାଲିଛି ଓ କିଛି ବନ୍ଦ…

ଏପରି ଶୋଉଛନ୍ତି କି ? ଶୋଇବା ଶୈଳୀରୁ ଜାଣନ୍ତୁ କ’ଣ ରହିଛି ଫାଇଦା….

ସୁସ୍ଥ ଜୀବନଶୈଳୀ ପାଇଁ ସମୟସୀମାରେ ଖାଦ୍ୟ ଗ୍ରହଣ ଏବଂ ଶୋଇବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ମେଟାବେଲିଜିୟମ ମଧ୍ୟ ଠିକ୍‌ ରୁହେ । ଯେଉଁଥିରେ ଆପଣଙ୍କ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ । ଆଉ ଆପଣ ସୁସ୍ଥ ରହିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ପାର୍ଶ୍ୱରେ ଶୋଇବା ଦ୍ୱାରା…

ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ବିମାନରେ ଯିବାକୁ ବାରଣ କଲା ଏୟାରଲାଇନ୍ସ

ନ୍ୟୁୟର୍କ: ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ଦୁଇ ଜଣ ମହିଳାଙ୍କୁ ବିମାନରେ ଯିବାକୁ ବାରଣ କରାଯାଇଛି । ପରେ ମହିଳାଦ୍ୱୟ ଡ଼୍ରେସ ପରିବର୍ତ୍ତନ କରିବା ପରେ ବିମାନରେ ଯାତ୍ରା କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଛି । କ୍ରିଶ୍ ମାୟର ନାମକ ଜଣେ ମହିଳା ଏ ବିଷୟରେ…

ଡ୍ରେନ୍‌ରେ ପ୍ରି ୱେଡ଼ିଂ ଫଟୋସୁଟ୍‌, ଲୋକେ ଆଶ୍ଚର୍ଯ୍ୟ

ଆଜିକାଲି ପ୍ରି ୱେଡ଼ିଂ ଫଟୋ ସୁଟ୍ ଟ୍ରେଣ୍ଡ ପାଲଟିଗଲାଣି । ଯୁବକଯୁବତୀମାନେ ବିବାହ ପୂର୍ବରୁ କିଛି ସୁନ୍ଦର ସ୍ଥାନକୁ ଯାଇ ଫଟୋ ଉଠାଉଛନ୍ତି । କିନ୍ତୁ ଏବେ ଏକ ଯୁବକଯୁବତୀ ବିବାହ ପୂର୍ବରୁ ନିଆରା ଢଙ୍ଗରେ ଫଟୋ ସୁଟ୍ କରିଛନ୍ତି । ତାହା ପୁଣି ଡ଼୍ରେନ୍ ଭିତରେ ପଶି । ଅଳିଆ ଆବର୍ଜନା ଭର୍ତ୍ତି…