Latest Odisha News

BREAKING NEWS

ନକଲି ଆରଟିଓ ଏଜେଣ୍ଟ ଦେଉଥିଲେ ଡ୍ରାଇଭିଙ୍ଗ ଲାଇସେନ୍ସ

କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର  ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l…

ନବୀନଙ୍କ ବଡ଼ ଘୋଷଣା, ନିୟମିତ ହେବେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର: କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ନିୟମିତ ହେବ । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବା ପରେ ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବା ନେଇ ଘୋଷଣା…

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ…

ଧୋନୀଙ୍କ ଫିଲ୍ମରେ ଥାଲାପତି ବିଜୟ, ମହେଶ ବାବୁ !

ମାଡ୍ରାସ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ମହେନ୍ଦ୍ର ସିଂ ଧୋନୀ ଖୁବ ଶୀଘ୍ର ତାଙ୍କର ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଧୋନୀ ପିଲ୍ମ ମେକର୍ସ ଭାବେ ପାଦ ଥାପିବାକୁ ଯାଉଛନ୍ତି । ଦକ୍ଷିଣ ଭାରତରେ ସେ ତାଙ୍କ ଏହି ଅଭିଯାନ ଆରମ୍ଭ କରିବେ ।…

ବିଦ୍ୟୁତ ନେଲା ଡ୍ରାଇଭରଙ୍କ ଜୀବନ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡି ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ ଦେଖିବାକୁ ମିଳିଛି । ମୃତ ଡ୍ରାଇଭର ଜଣକ ହେଲେ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶ ଏକ ୧୪ ଚକିଆ ଟ୍ରକ୍…

‘ଅଙ୍କୁର’ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅଙ୍କୁର’ ତରଫରୁ ଚାରା ରୋପଣ କରାଯାଇଛି । ଭୁବନେଶ୍ବରର ଏନ୍-୧ ପ୍ରାଇମେରୀ ସ୍କୁଲ୍ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଛି । ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା…

ଅବହେଳିତ ଅବସ୍ଥାରେ ପଡ଼ିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ

ପୁରୀ : ଐତିହ୍ୟ ସମ୍ପନ୍ନ ମୂଷାନଦୀର ରହିଛି ପୌରାଣିକ ମହତ୍ତ୍ବ । ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ । ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଏବେ ସଙ୍କୁଚିତ ହୋଇ ପୋତିହେବାକୁ ବସିଲାଣି ମୂଷାନଈ। ପୂର୍ବରୁ ଅଠରନଳା ନଦୀ ନାମରେ ପରିଚିତ ଥିବା ଏହି ନଦୀ…

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ…

ଧାମନଗର ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା । ପ୍ରକାଶିତ ତାଲିକାରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍କା କୁମାରଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ…

ରୋଗ ଶଯ୍ୟାରେ ଭେଣ୍ଡିଆ ପୁଅ, ସେବା କରୁଛନ୍ତି ୮୦ ବର୍ଷୀୟ ମାଆ

ନୟାଗଡ : ପୁଅର ସେଵା କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା ମା । ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବା କଥା କିନ୍ତୁ ପୁଅକୁ ସେଵା କରୁଛନ୍ତି ୮୦ ବର୍ଷର ବୃଦ୍ଧା ମା ଗୌରୀ କର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ସାନଖଜୁରିଆ ଗାଁ ର…