Latest Odisha News

BREAKING NEWS

ଅନୁବାଦ କବିତା : ପାଣ୍ଡୁଲିପି

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ ଅଜୀର୍ଣ୍ଣ ରୋଗ ଯୋଗୁଁ କ୍ଷୀଣ ତନୁ ନିଜ ଲାଭର ଅଙ୍କ କଷାରେ ମଗଜ ଭରପୁର ମୁଣ୍ଡରେ ଥିବା ଅଳ୍ପବାଳ ତେଲ ଚିକିଟା, ଚକଚକିଆ, ଧୂର୍ତ୍ତ ଆଖି ଦୁଇଟି ଲୋଭ ଓ ଲାଳସା ରେ ହଳଦିଆ। ସେ ତାର ତେଲିଆ ଝାଳୁଆ ଆଙ୍ଗୁଳି ଦେଇ ଏପଟ ସେପଟ କରି ଲେଉଟାଉଛି ମୋର…

ଭାଷା ଭାଗବତ : ଗଛ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ଅରଣ୍ୟ ପାଳେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବା ପରମ୍ପରା ଭିତରେ ଅନେକ ସେବକ ଏଭଳି ଭାବରେ ଅଛନ୍ତି ଯେ ଯାହାଙ୍କ ବିଷୟରେ ଆମେ ସାଧାରଣତଃ ଖୁବ କମ ଜାଣିଥାଉ। କିନ୍ତୁ ଏହି ସେବକମାନଙ୍କ ସେଵା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। .ସେଥିମଧ୍ୟରୁ ମଣ୍ଡଣି ସେବା…

ପୁରୀ ସମୁଦ୍ରରେ ଅଘଟଣ: ୨ ବଙ୍ଗୀୟ ପର୍ଯ୍ୟଟକ ମୃତ, ଜଣେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ଯ୍ୟଟକ ମୃତ। ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନରେ ଘଟିଛି ଅଘଟଣ। ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ବୁଧବାର ପଶ୍ଚିମବଙ୍ଗର ୫ ଜଣ ପର୍ଯ୍ୟଟକ ପୁରୀ…

ଆଜିଠୁ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ

ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିଆଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପାହାଡପୁର…

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ମିଲେଟ୍ସ ଖାଦ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…

ତିନି ଆଇପିଏସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ବୁଧବାର ଓଡ଼ିଶା ସରକାର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେବା ନେଇ ଘୋଷଣା କରିଛନ୍ତି। ତିନି ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ଓ୍ୱାଇ. ବି. ଖୁରାନିଆ ସମସ୍ତେ ୧୯୯୦ ବ୍ୟାଚର। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ…

୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବୁଧବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ଆଇଏଏଫ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ କରିଥିବା ମାମଲାରେ ଗୋଳନ୍ଥରା ଥାନାରେ…

ପ୍ରଚାର ବେଳେ ବିଜେପି ବିଧାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ଅଭିଯୋଗ

ଝାରସୁଗୁଡା: ବୁଧବାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ…

ପରିଣୀତି-ରାଘବ ଏକାଠି ଦେଖିଲେ ଆଇପିଏଲ ମ୍ୟାଚ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ବୁଧବାର ଉଭୟ ଆଇପିଏଲ ମ୍ୟାଚ ଦେଖୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ଭାଇରାଲ ହେଉଛି । ବୁଧବାର ମୋହାଲି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ହୋଇଥିଲା…