Latest Odisha News

BREAKING NEWS

ଭାଷା ଭାଗବତ : ନ୍ୟାୟ ବେଉସା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୋଷୀ ପାଇଲେ ସୁଦ୍ଧା ଶାସ୍ତି ଘଟେନି ଦୋଷର ସମାପ୍ତି ଏପରି ନ୍ୟାୟପରାୟଣ ଅଟଂତି ଜନସାଧାରଣ ସମୟ, ଶକ୍ତି ଆଉ ଧନ ବ୍ୟୟ କଲେ ବି ପ୍ରତି ଦିନ ମିଳେନି ନ୍ୟାୟର ସଂଧାନ ନ୍ୟାୟାଳୟ ତ ଘୋର ବନ ନ୍ୟାୟ ବି ହେଲାଣି ବେଉସା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଏହି କ୍ରମରେ ଆମେ ଆଜି ଆଲୋଚନା କରିବା ଦୁଇ ସେବକଙ୍କ ବିଷୟରେ ପାଣିଆପଟ ଓ ଦର୍ପଣିଆ -ବଇରଖିଆ. ଉଭୟ ସେବା ବଂଶାନୁକ୍ରମିକ ତଥା ଶାଢ଼ୀବନ୍ଧା ସେବା ।…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଓହୋ! ଆଚ୍ଛା ଏଥିରେ କିଛି ଅସୁବିଧା ନାହିଁ ଜମା । ଆମ ଅଫିସ୍ ଏସବୁର ଦାୟିତ୍ୱ ନେଇଯାଇଛି - ଭିସା, ଟିକେଟ୍‌, ଟ୍ରାନ୍‌ସଫର ଖର୍ଚ୍ଚ - ଏ ସବୁକିଛି ଆମ କମ୍ପାନୀ ବହନ କରୁଛି । ହେଲା ।” ଅନନ୍ତଙ୍କ ଏ କଥାରେ…

ବଜରଙ୍ଗ ଦଳ ବ୍ୟାନ ହେବ? କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ତେଜିଲା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟ୍ ତାରିଖ ପାଖେଇ ଆସୁଛି। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହାରି ଭିତରେ କଂଗ୍ରେସ ମାନିଫେଷ୍ଟର ପ୍ରକାଶରେ ଉଲ୍ଲେଖ ରହିଛି ଯଦି ଦଳ କ୍ଷମତାକୁ ଆସେ ଆଉ କୌଣସି ସଂଖ୍ୟାଲଘୁ କିମ୍ବା…

ମେଟ୍ ଗାଲା ୨୦୨୩ରେ ଇଶା ଅମ୍ବାନୀ

ମୁମ୍ବାଇ: ନ୍ୟୁୟର୍କରେ ଆୟୋଜିତ ହୋଇଛି ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ । ଏଥିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ସାମିଲ ହୋଇଛନ୍ତି । ଏହି ଇଭେଣ୍ଟରେ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି…

କେନ୍ଦ୍ର ଆରମ୍ଭ କଲା “ବିବାଦ ସେ ବିଶ୍ୱାସ” ଯୋଜନା, ଜାଣନ୍ତୁ କିଏ ଏହାର ଲାଭ ନେଇପାରିବେ?

ନୂଆଦିଲ୍ଲୀ: କୋଭିଡ-୧୯କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା  ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର…

ଛାଡପତ୍ର ଖୁସିରେ ମଦ ବୋତଲ ଧରି ଫଟୋସୁଟ୍ କଲେ ମହିଳା

ନ୍ୟୁୟର୍କ: ବିବାହ ପରେ କେହି ନିଜ ସାଥୀଙ୍କଠାରୁ ଦୂରେଇ ଯିବାକୁ ଚାହାଁନ୍ତି ନାହିଁ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ଦୁଇ ଜଣଙ୍କୁ ଅଲଗା ହେବାକୁ ପଡେ । ଛାଡପତ୍ର ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । କିନ୍ତୁ ଜଣେ ମହିଳା ଛାଡ଼ପତ୍ର ଖୁସିରେ ମଦବୋତଲ…

ଜାପାନରେ ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମନା

ଟୋକିଓ: ଜାପାନରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂତନ ବିଧେୟକ ସଂସଦରେ ଉପସ୍ଥାପନା କରାଯାଇଛି । ଏଥିରେ ସ୍କଟ କିମ୍ବା ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମହଙ୍ଗା ପଡିବ । ଦୋଷୀ ସାବ୍ୟସ୍ତ ହେଲେ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ । ବ୍ରିଟେନ ଏବଂ ୟୁରୋପର…

ଜେଇଇ ମେନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇଇ ମେନ୍ -୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାସ ସ୍କୁଲର ୧୮ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିଭଳି ୨୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିଥିବା ବେଳେ ୩୯ ଜଣ ୯୦…