Latest Odisha News

BREAKING NEWS

ଲିକ୍ୱିଡ ନାଇଟ୍ରୋଜେନରେ ରଖାଯାଇଛି ୧୯୯ ଜଣଙ୍କ ଶରୀର, ଭବିଷ୍ୟତରେ ହେବେ ଜୀବନ୍ତ !

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଜନ୍ମ ପରେ ମୃତ୍ୟୁ ସୃଷ୍ଟିର ନିୟମ। ଭାବିଲେ ଯଦି ଜନ୍ମ ପରେ ମୃତ୍ୟୁ କେବେ ବି ଆସିନଥାନ୍ତା, ତେବେ କିପରି ହୁଅନ୍ତା? ଆଜିର ବିଜ୍ଞାନ ଅସମ୍ଭବକୁ ସମ୍ଭବ କରୁଛି। ଆମେରିକାରେ ଏପରି ଏକ ପ୍ରକଳ୍ପ ତିଆରି ହୋଇଛି ଯେଉଁଠି ଲୋକଙ୍କର ମୃତ୍ୟୁ ଆସିବ ନାହିଁ ଏବଂ ସେମାନଙ୍କ…

ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ଗୁରୁବାର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ ।…

ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ଡ଼ିଏଫଓ ଅଫିସ ଘେରାଓ

ନୂଆପଡା : ଜଙ୍ଗଲ ଆଇନର କାର୍ଯ୍ୟକାରିତା ଓ ଜିଲ୍ଲାରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦାବିକରି ନୂଆପଡା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଆଜି ଖଡ଼ିଆଳ ଡିଏଫଓ ଅଫିସ ଘେରାଓ କରାଯାଇଛି  । ପନ୍ଦର ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାର ତିନି ହଜାରରୁ ଉର୍ଦ୍ଧୂ…

ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ, ଅବନ୍ତୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କି ନବୀନ ?

ଭୁବନେଶ୍ୱର: ଧାମନଗର ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏନେଇ…

ଭାରତର ସ୍କଟଲ୍ୟାଣ୍ଡକୁ କେବେ ବୁଲିଯାଇଛନ୍ତି କି ?

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଭ୍ରମଣ କରିବାକୁ ଭଲପାଉଥିବା ଲୋକେ ପ୍ରାୟତଃ ସୁନ୍ଦର ସ୍ଥାନ ଖୋଜନ୍ତି। ଆଜି ଆମେ ଭ୍ରମଣକାରୀଙ୍କୁ ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଏହି ସ୍ଥାନଟି ଏତେ ସୁନ୍ଦର ଯେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଇଣ୍ଡିଆ’ର ମାନ୍ୟତା ଦିଆଯାଇଛି। ଏହି ସ୍ଥାନଟି…

ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ରହିବା ସହ ଦୋକାନ ବଜାର ,ସ୍କୁଲ , କଲେଜ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ…

ଚାଲିଛି ‘ୱାର୍କ ଫ୍ରମ ପବ୍’ର ଟ୍ରେଣ୍ଡ, ମିଳୁଛି ଅନଲିମିଟେଡ ଖାଦ୍ୟ

ଓଡ଼ିଶା ସମ୍ୱାଦ ବ୍ୟୁରୋ: କୋଭିଡ଼ ସଙ୍କଟ ପରଠୁ ସାରା ବିଶ୍ୱରେ ଲକଡାଉନ ପରିସ୍ଥିତି ସୃଷ୍ଟି ହେଲା। ଆଉ ଏହି ସମୟରେ କର୍ମଚାରୀମାନେ ଘରେ ବସି ଅଫିସ କାମ କରିବାକୁ ଲାଗିଲେ। ଯଦିଓ ଆଇଟି କମ୍ପାନୀମାନଙ୍କରେ ପୂର୍ବରୁ ୱାର୍କ ଫ୍ରମ ହୋମ ନିୟମ ଥିଲା, କିନ୍ତୁ କୋରୋନା ପରଠାରୁ ଏହାକୁ ଜାରି…

ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଜଣ

କଟକ: ଗଜଲକ୍ଷ୍ମୀ ପୂଜା ଶେଷ ପରେ ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ବିସର୍ଜନ ବେଳେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିଲେ ୪ ଜଣ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ । ସୂଚନା…

ମୁମ୍ବାଇରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ

ମୁମ୍ବାଇ : ଓଡ଼ିଶା ବାହାରେ ରହି ଓଡ଼ିଆତ୍ୱକୁ ବଜାୟ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ସବୁବେଳେ ପ୍ରୟାସ ଜାରି ରଖିଥାନ୍ତି । ନିକଟରେ ନବୀ ମୁମ୍ବାଇ ଅଞ୍ଚଳରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସାମାଜିକ ସଂସ୍ଥା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ୍ସ ବା ବୋଆ ପକ୍ଷରୁ…

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ…