Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ,ସମ୍ଭବଙ୍କୁ ତ ନିଶ୍ଚୟ କଲ୍ ବ୍ୟା କ୍ କରିବ ହେଲେ କାହା ସହିତ ଆଉ କଣ କଥା ହେଉଥିଲା । କିଛି ମୁଣ୍ଡରେ ପଶୁନଥିଲା ଆସ୍ଥାର! ଡରରେ ଝାଳରେ ଓଦା ଓଦା ହୋଇ ଯାଇଥିଲା ସେ ! ଗୋଡ଼ ହାତ ଥରୁଥିଲା ! ସମ୍ଭବଙ୍କ ପାଖକୁ କଲ୍…

ଅନୁବାଦ କବିତା : କ୍ଳାନ୍ତ ଇତିହାସ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି ମୁଁ ସେଇ ରାସ୍ତା ଦେଇ ଫେରିବିନି ପତନର କରୁଣ ସଙ୍ଗୀତ ଶୁଣି ଶୁଣି ବରଷାରେ ଗୋଟାପଣେ ଭିଜି ଭିଜି ମୋର ଏଇ ଭଙ୍ଗା ନୌକା ଫେରିଯିବ ଜନ୍ମର ବିଶ୍ୱାସେ। କଣ ନେବି ମୁଁ ସାଙ୍ଗରେ ? ବିଳାସୀ ନଗରୀରୁ ଉଗ୍ର…

କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭାରେ ଋଷିଆ ଉପରେ ନିନ୍ଦା ପ୍ରସ୍ତାବ ବିତର୍କ ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ । ଏଭଳି ପ୍ରସଙ୍ଗ ସମୟରେ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଯୋଡିଥିବାରୁ ଭାରତ ପାକିସ୍ତାନକୁ ଉଚିତ୍ ପ୍ରତିକ୍ରିୟା ଦେଇଛି।…

ୟୁକ୍ରେନ ଅଞ୍ଚଳରେ ଋଷିଆର ଆକ୍ରମଣକୁ ମିଳିତ ଜାତିସଂଘର ସାଧାରଣ ପରିଷଦ କଲା ନିନ୍ଦା

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ)ରେ ଋଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଆକ୍ରମଣକୁ ମିଳିତ ଜାତିସଂଘର ସାଧାରଣ ସଭା ନିନ୍ଦା କରିଛି । ଏହି ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଳି ମିଳିତ ଜାତିସଂଘର ମୁଖ୍ୟ କହିଛନ୍ତି । ଏହି ନିନ୍ଦା…

ଭାଷା ଭାଗବତ : ପହଁରାଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁଅ ସହିତ ଯାଇ ଭାସି ଯେ ହୋଇଥାଏ ଖୁବ୍‌ ଖୁସି ସେ ନୁହେ ଦକ୍ଷ ପହଁରାଳି ହୋଇପାରେନି ନିଜ ଭଳି ଏପରି ଲୋକ ଗଲେ ବୁଡ଼ି ନ ପାରେ କୂଳକୁ ବାହୁଡ଼ି ଶବକୁ ଭସାଏ ପ୍ରବାହ ହୋଇ ନ ପାରେ ଶବଦାହ ସଂସାରେ ଦେହ ମନ ଧରି ଯେ…

ହିଜାବ ବ୍ୟାନ ମାମଲା: ସୁପ୍ରିମ୍‌କୋର୍ଟରେ ଆଜି ଆସିବ ରାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ ଭାବରେ ନୃସିଂହ ଠାକୁରଙ୍କୁ ବିବେଚନା କରିବାର ପ୍ରମାଣ ଆମେ ଅନେକ ଶାସ୍ତ୍ରରେ ପାଇଲେ, ଶ୍ରୀଜଗନ୍ନାଥ (ବିଗ୍ରହ )ଙ୍କ ଉତ୍ପତ୍ତି ଇତିହାସ…

ବ୍ଲଡ ବ୍ୟାଙ୍କରେ ନାହିଁ ଆବଶ୍ୟକ ରକ୍ତ, ହୋଇପାରୁନି ଅନେକ ଅସ୍ତ୍ରୋପଚାର

ଲଣ୍ଡନ: ବ୍ରିଟେନର ବ୍ଲଡ ବ୍ୟାଙ୍କରେ ରକ୍ତ ଭଣ୍ଡାରରେ ରକ୍ତ ସରି ସରି ଆସୁଛି । ଏହି କାରଣରୁ ଅନେକ ହସ୍ପିଟାଲରେ ଅପରେସନ୍ ହୋଇପାରୁନି। ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିସହ ସତର୍କ କରାଇ ଦେଇଛନ୍ତି ଯେ ବ୍ରିଟେନର ବ୍ଲଡ ବ୍ୟାଙ୍କଗୁଡିକ ଆବଶ୍ୟକ ମହଜୁଦ…

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ…

କ୍ଷମତାକୁ ଫେରିଲେ ପିଏସୟୁର ଘରୋଇକରଣ ହେବନି, ଯୁବକଙ୍କୁ ରୋଜଗାର ଦେବୁ: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ପୁଣି ଥରେ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଘରୋଇ କରଣକୁ ସେ ବିରୋଧ କରିଛନ୍ତି । ଏହାଦ୍ୱାରା ଯୁବ ପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ମିଳିବ ନାହିଁ।…