କେରଳରେ ତାନ୍ତ୍ରୀକ ମହମ୍ମଦ ସାଫି ଦେଇଥିଲା ନର ବଳି : ଧନ ପ୍ରାପ୍ତି ପାଇଁ ମଣିଷ ମାଂସ ଖାଇଥିଲେ ମଣିଷ !
କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି ମାମଲାକୁ ନେଇ ପୁଲିସ୍ ଯାହା କହିଛି ତାହା ଯଦି ସତ୍ୟ…