Latest Odisha News

BREAKING NEWS

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ…

ପଡ଼ିଆ ବାହାରେ ହେବ ‘ଫୁଟବଲ ଖେଳ’, ମୁହାଁମୁହିଁ ହେବେ ବିଜେପି-ବିଜେଡି!

ଭୁବନେଶ୍ବର: ଖେଳ ପଡିଆରେ ଯେଉଁ ଖେଳାଳି ଯେତେ ଗୋଲ୍ ଦେବେ ସେହି ଅନୁସାରେ ରାଜନୀତିର ପାରା ବଢିବ। ଆଉ ଯେଉଁ ଖେଳାଳି ଯେଉଁ ସରକାର ଦ୍ବାରା ନିଜର ଦକ୍ଷତା ବଢାଇଥିବ ସେହି ଦଳ ସେତେ ଶ୍ରେୟ ନେବାକୁ ପ୍ରୟାସ କରିବ। କଥାଟା ଟିକିଏ ଅଡୁଆ ଲାଗୁଥିବ ଆରମ୍ଭରୁ, ହେଲେ ଏହା ନିକଟ ଅତୀତରେ ହେବାକୁ…

ନିଖୋଜର ମାସେ ପରେ ମିଳିଲା ଡିପ୍ଲୋମା ଛାତ୍ରଙ୍କ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି…

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି-ବିଜେପି ନେତା, ହଲଚଲ ହେଲା ରାଜନୀତି

ଭୁବନେଶ୍ୱର: ବୋଧହୁଏ ଓଡିଶାରେ ପ୍ରଥମ! ଜଣେ ପାଖାପାଖି ୩୦ ବର୍ଷୀୟ ଯୁବତୀର ଜାଲରେ ଫସିଛନ୍ତି ନେତା, ବାବୁ ଏବଂ ବ୍ୟବସାୟୀ। ଆଉ ଯୁବତୀଙ୍କ ମାୟାଜାଲ ଏତେ ଅଡୁଆ କରିଛି ଯେ ପୁଲିସ ମଧ୍ୟ ପାଟି ଚୁପ କରି ନିଜ କାମ କରୁଛି। ନା କୋଭିଡ ଅଛି ନା ଅଶାନ୍ତ ହେଲା ଭଳି ପରିସ୍ଥିତି କିନ୍ତୁ…

ମଦ ବାର ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ଯାଜପୁର : ମଦ ବାର ଖୋଲିବା ନେଇ ଦେଖିବାକୁ ମିଳିଛି ହଟ୍ଟଗୋଳ । ବରି ବ୍ଳକ ବାଲିଆ ଗାଁରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଞ୍ଚାୟତବାସୀ । ଏ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ…

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ…

ଉବର କ୍ୟାବରେ ୧୫ ମିନିଟ୍ ଯାତ୍ରା ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପ୍ ଆଧାରିତ କ୍ୟାବ ସେବାରେ ବେଳେ ବେଳେ ଭୁଲ ବିଲ୍ ଆସିଯାଏ। ଏପରି ମାମଲା ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ସମାନ ମାମଲାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ୧୫ ମିନିଟ୍ ଯାତ୍ରା କରିବା ମହଙ୍ଗା ପଡିଥିଲା। ବ୍ୟକ୍ତିଙ୍କ ୧୫…

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

ବିକାଶର ଅସଲ ସ୍ୱରୁପ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସାରା ଦେଶରେ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ବିକାଶର ଶିଡ଼ିରେ ଆମ ରାଜ୍ୟ ଓଡ଼ିଶା ଆଗକୁ ଆଗକୁ ଯାଉଛି ବୋଲି ବାରମ୍ବାର ଦାବୀ କରାଯାଉଛି ଓ ଭିନ୍ନ ଭିନ୍ନ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହେଉଛି ।…