Latest Odisha News

BREAKING NEWS

ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ

ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଥିଲା   । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ।ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢା କୁ ସାମାନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ…

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ…

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି  । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…

ବୁମରାହଙ୍କ ସ୍ଥାନରେ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବେ ସାମୀ

ମୁମ୍ବାଇ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଭାରତୀୟ କିଏ ସାମିଲ ହେବ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ମହମ୍ମଦ ସାମୀ ଏହି ଦୌଡରେ ଆଗରେ ଅଛନ୍ତି ଏବଂ ତାଙ୍କୁ ସାମିଲ କରାଯିବ ବୋଲି ବିସିସିଆଇର ଜନୈକ…

କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲର ଖରାପ ଜୀବନଶୈଳୀ ଯୋଗୁଁ ଲୋକଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହି ସମସ୍ୟାଗୁଡିକ ଅନ୍ୟାନ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି।…

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ସବୁଠି ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ । ମା’ଙ୍କ ପୂଜା ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ମାଙ୍କ ସାମ୍ନାରେ ପୂର୍ଣ୍ଣ କଳସ ରଖାଯିବା…

ଅମିତାଭ ବଚ୍ଚନଙ୍କ ବିରୋଧରେ ଜୟା ବଚ୍ଚନଙ୍କ ଅଭିଯୋଗ, କହିଲେ ମୋର ପ୍ରଶଂସା କରନ୍ତି ନାହିଁ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ହେଉଛି ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତୀକ ଯୋଡି। ସେମାନଙ୍କୁ ଅନେକ ପୁରସ୍କାର ଶୋ’ରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପୁଣି ଥରେ 'କୌନ ବନେଗା କରୋଡପତି ମଞ୍ଚ'ରେ ଏକାଠି ହୋଇଥିଲେ। ଯେଉଁଠାରେ ଜୟା ବଚ୍ଚନ ତାଙ୍କ ସ୍ୱାମୀଙ୍କ ଉପରେ…

ଗାଈକୁ ଜାତୀୟ ପଶୁ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏପରିକି ଏ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତି ସଞ୍ଜୟ କିଶାଲ କୌଲ ଆବେଦନକାରୀ ଓକିଲଙ୍କ ପଚାରିଥିଲେ ଏହା କଣ…

ଟ୍ରେନ ଟିକେଟ କିଣିବାକୁ ନଥିଲା ଟଙ୍କା, ଶୌଚାଳୟରେ ଲୁଚି ରହୁଥିଲେ ଗଜଲ ଗାୟକ ଜଗଜିତ୍ ସିଂ

ମୁମ୍ବାଇ: ଗଜଲ ଜଗତର ସମ୍ରାଟ ଭାବେ ପରିଚିତ ଜଗଜିତ୍ ସିଂ। ଜଗଜିତ୍ ସିଂଙ୍କ ଭଳି କଳାକାରଙ୍କୁ ଯେତେ ପ୍ରଶଂସା କରିବା ସେତେ କମ ହେବ। ତାଙ୍କ ଜୀବନ କାହାଣୀ ଉପରେ ଅନେକ ପୁସ୍ତକ ଲେଖାଯାଇଛି। ଏହି ପୁସ୍ତକରୁ ଜଣାଯାଏ ଯେ ସେ ଅନେକ ସଂଘର୍ଷ କରିଛନ୍ତି। ଯେତେବେଳେ ଜଗଜିତ ସିଂ ପ୍ରଥମଥର ପାଇଁ…