Latest Odisha News

BREAKING NEWS

ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା

ପୁରୀ : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ  । ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା ବ୍ୟବସ୍ଥା କରାଯାଇଛି । ୩ ହଜାର ହବିଷ୍ୟାଳୀ ରହିବା ପାଇଁ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଗତ ଦୁଇ ବର୍ଷ ହେବ କରୋନା…

ୟୁକ୍ରେନ୍ ଉପରେ ୭୫ଟି ମିସାଇଲ୍ ମାଡ଼ କଲା ଋଷ

କିଭ୍: ଋଷ ସହ କ୍ରିମିଆକୁ ଯୋଡ଼ୁଥିବା ବ୍ରିଜ୍ ବିସ୍ଫୋରଣ ପରେ ପୁଣି ରକ୍ତମୁଖା ହୋଇଛି ଋଷ । ଆଜି ୟୁକ୍ରେନର ବିଭିନ୍ନ ସହରରେ ଋଷ ପ୍ରାୟ ୭୫ଟି ମିସାଇଲ୍ ମାଡ଼ କରିଛି । କେବଳ କିଭରେ ୩ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୟୁକ୍ରେନ୍ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଛପି…

ବିବାହର ୪ ମାସ ପରେ ଯମଜ ସନ୍ତାନର ମାଆ ହେଲେ ନୟନତାରା

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ବିବାହାର ୪ମାସ ପରେ ଯମଜ ସନ୍ତାନର ମାଆ ହୋଇଛନ୍ତି । ନୟନତାରା ଏବଂ ତାଙ୍କ ପତି ବିଘ୍ନେଶ ଶିବନ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୁଅଙ୍କ ପାଦକୁ ନୟନତାରା ଏବଂ ବିଘ୍ନେଶ ଗେହ୍ଲ କରୁଥିବା ଦେଖିବାକୁ ମିଳିଛି ।…

ଅଫିସରେ ଭଡ଼ା ଲାଗିଥିବା ଗାଡ଼ି ପାଇଁ କନିଷ୍ଠ କିରାଣିଙ୍କ ଦ୍ୱାରା ଲାଞ୍ଚ ନେଉଥିଲେ DEO

ଯାଜପୁର: ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ନିଯୁକ୍ତି ଅଫିସର । ଯାଜପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ତାପସ କୁମାର ସ୍ୱାଇଁ ଭିଜିଲାନ୍ସ ହାତରେ ପଡ଼ିଛନ୍ତି । ତାଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କ ହାତରେ ୧୨ ହଜାର ୬ ଶହ ଟଙ୍କା ଲାଞ୍ଚ ନେଉଥିଲେ ତାପସ ସ୍ୱାଇଁ । ଅଫିସ୍ କାର୍ଯ୍ୟ ପାଇଁ…

ଆଜିବି ଲୋକଙ୍କ ଭିତରେ ରହିଛି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ୍’ର କ୍ରେଜ୍, ଥିଏଟରରେ ବାଜୁଛି ତାଳି

ମୁମ୍ବାଇ: ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ ଅବସରରେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଚଳଚ୍ଚିତ୍ର 'ଫେଷ୍ଟିଭାଲ୍ - ବଚ୍ଚନ ବ୍ୟାକ୍ ଟୁ ଦ ବିଗିନିଂ'ରେ ଯୋଗ ଦେଇଥିଲେ। ଏହି ଫିଲ୍ମ ଫାଉଣ୍ଡେସନ ୪ ଦିନ ଧରି ଚାଲିବ। ଏହି କାରଣରୁ ଶନିବାର ମୁମ୍ବାଇର ଜୁହୁସ୍ଥିତ…

ନାଁ ମୁଲାୟମ..କିନ୍ତୁ ରାଜନୀତିରେ ନେଉଥିଲେ କଠୋର ନିଷ୍ପତି

ନୂଆଦିଲ୍ଲୀ:ରାଜନୀତି ଆଖଡାରେ ପ୍ରତିଷ୍ଠିତ ପହିଲମାନ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଯାଇଛି । ୨୫ ବର୍ଷର ରାଜନୈତି କ୍ୟାରିୟରରେ ମୁଲାୟମ ୫ଥର ଦଳ ବଦଳାଇବା ପରେ ଶେଷରେ ନିଜ ପାର୍ଟି ତିଆରି କରିଥିଲେ । ୧୯୬୭ରେ ସୋସଲିଷ୍ଟ ପାର୍ଟି ଟିକେଟରେ ଲଢ଼ି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ । ଏହାର…

ସବୁଆଡେ ଶସ୍ତା ସ୍ଲୋଗାନ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କୃଷିପ୍ରଧାନ ଭାରତବର୍ଷରେ ମର୍ଯ୍ୟାଦାସମ୍ପନ୍ନ ବଞ୍ଚିବାର ବାଟକୁ ବଦଳାଇ ଦେଇସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…

ଦୁଲାଖ ପାଟଣା ରେଳ ଷ୍ଟେସନରେ ଯାତ୍ରୀଙ୍କ ଧାରଣା  

ଯାଜପୁର : ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଦୁଲାଖ ପାଟଣା ରେଳ ଷ୍ଟେସନରେ ପାସେଞ୍ଜର  । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନକୁ ଅଟକାଇ ଧାରଣା ଦେଇଥିଲେ ଯାତ୍ରୀ । କରୋନା କଟକଣା ଉଠି ସରିବା ପରେ ମଧ୍ୟ ରେଳ ବିଭାଗ ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା…

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ୱର…