ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଜିତିବା ପାଇଁ କସରତ କରୁଛି ଧାଓ୍ବନ ବାହିନୀ
ରାଞ୍ଚି : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ରାଞ୍ଚିରେ ଭାରତ ବିଜୟ ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ପରାଜୟ ପରେ ଭାରତ ଆଜିର ମ୍ୟାଚ ହାରିଲେ ସିରିଜ ପରାଜୟ ହେବ ।…