Latest Odisha News

BREAKING NEWS

ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ମିଳିଥିବା ସୂଚନା…

ବ୍ରହ୍ମପୁର ଉପକଣ୍ଠରୁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମଦନମୋହନପୁରରୁ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉକ୍ତ ଗ୍ରାମର ନାୟକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଧାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ…

ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ ଗୁରୁବାର ଜଣେ ଯୁବକଙ୍କ ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ବୁଗୁଡ଼ାର ସନ୍ତୋଷ କୁମାର ସାହୁ। ତାଙ୍କର ହାତ ଏବଂ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ…

ବଡେ ମିଆଁ ଛୋଟେ ମିଆଁରେ ଜାହ୍ନବୀଙ୍କ ଏଂଟ୍ରି

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିଆଁ ଛୋଟେ ମିଆଁ ଫିଲ୍ମରେ ଜାହ୍ନବୀ କାପୁରଙ୍କ ଏଂଟ୍ରି ହୋଇଛି । ଅଲୀ ଅବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗର ଛୋଟେ ମିଆଁ ଭୂମିକା କରୁଛନ୍ତି । ଦର୍ଶକ ଟାଇଗର ଓ ଜାହ୍ନବୀଙ୍କୁ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ…

‘ଭାରତ ଯୋଡୋ ଯାତ୍ରା’ରେ ସୋନିଆ ଗାନ୍ଧୀ

ବେଙ୍ଗାଲୁର: ସଭାପତି ନିର୍ବାଚନ ପାଇଁ କଂଗ୍ରେସ ରାଜନୀତି ସରଗରମ ଥିବାବେଳେ ସଭାପତି ସୋନିଆ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଆଜି ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟାଠାରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ସେ ପଦଯାତ୍ରୀଙ୍କ ସହ ମିଶିଥିବା ବେଳେ ନିଜେ ସୁସ୍ଥ ଥିବା ମଧ୍ୟ…

ଓସ୍କାର ଦୌଡରେ ଆରଆରଆର, ମେକର୍ସଙ୍କ ପକ୍ଷରୁ ୧୪ କାଟାଗୋରୀରେ ଆବେଦନ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଥିଲା । ଏହା ଓସ୍କାର ଦୌଡରେ ସାମିଲ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଭାରତରୁ ଗୁଜରାଟୀ ଫିଲ୍ମ ଛେଲୋ ଶୋକୁ ଏଥିପାଇଁ ମନୋନୀତ କରାଯାଇଥିଲା । ଏବେ ଆରଆରଆର ମେକର୍ସଙ୍କ ପକ୍ଷରୁ ନିଜ ଆଡୁ ଓସ୍କାର ଦୌଡରେ ସାମିଲ…

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସି ଲେଖିକା ଆନ୍ନି ଏର୍ନକ୍ସ

ଷ୍ଟକହୋମ: ସାହିତ୍ୟ ପାଇଁ ଚଳିତ ବର୍ଷ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। କୋରେଜ୍‌ ଆଣ୍ଟ କ୍ଲିନିକାଲ୍ ଆକ୍ୟୁଟି (courage and clinical acuity) ଶୈଳୀର ରଚନା  ପାଇଁ  ନୋବେଲ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଛି । ଏହି ପୁସ୍ତକରେ ବ୍ୟକ୍ତିଗତ ମତ ରଖି ର ଓ ବିଭିନ୍ନ

ଥାଇଲାଣ୍ଡ ଡେ କେୟାରରେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ, ୩୪ ମୃତ

ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପାନ୍ୟା କାମ୍ରାବ ନାମକ ଏହି ବ୍ୟକ୍ତିଜଣଙ୍କ ଏକ ଡେ କେୟାର ସେଂଟରରେ ପ୍ରବେଶ କରି ମନଇଚ୍ଛା ଗୁଳି ଚାଳନା କରିଥିଲେ । ଏଥିରେ ୨୨ ଶିଶୁଙ୍କ ସମେତ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା ।…

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ…