Latest Odisha News

BREAKING NEWS

କୁର୍ନୁଲ ବନ୍ନି ଉତ୍ସବରେ ପରସ୍ପରକୁ ଲାଠିମାଡ଼; ୫୦ ଆହତ, ୨ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁ ଅଞ୍ଚଳରେ ଦଶହରା କହିଲେ ବନ୍ନି ପର୍ବକୁ ବୁଝାଏ। ଏଠାରେ ପ୍ରସିଦ୍ଧ ଶିବ ଠାକୁରଙ୍କ ପ୍ରତିମାକୁ ସାଙ୍ଗରେ ନେବାକୁ ଭକ୍ତମାନେ ପରସ୍ପରର ମୁଣ୍ଡକୁ ଲାଠିରେ ଆକ୍ରମଣ କରନ୍ତି। ତେବେ ବୁଧବାର ଏହି ବନ୍ନି ଉତ୍ସବରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ​​ଯେଉଁଥିରେ…

ଅନୁବାଦ କବିତା : ଆସାଦର ସାର୍ଟ

ମୂଳ ରଚନା : ଶାମସୁର ରାହମାନ ପେନ୍ଥା ପେନ୍ଥା ରକ୍ତ କରବୀ ପରି ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି ପବନର ନିଳିମାରେ ଆସାଦର ସାର୍ଟ ଉଡ଼େ ଫର ଫର। ଭଉଣୀ ତାର କେବେ ସେଇ ସଫା ସାର୍ଟରେ ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ ସିଲେଇ କରି ଲଗାଇ ଦେଇଥିଲା ତା'ର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବାସ୍ ଘରେ କେହି ନାହାନ୍ତି , ମନଖୋଲି ନିମି ଅପାଙ୍କ ଆଗରେ କାନ୍ଦି ପାରିବ ଆସ୍ଥା ! କାହିଁ କେତେ ଦିନୁ ଖୋଜି ହେଉଥିଲା ନିମି ଅପାଙ୍କୁ ! ଫୋନ ରିସେଟ ହୋଇ ନମ୍ବରଟି ଡିଲିଟ୍ ହୋଇ ଯାଇଥିଲା ! ୟାକୁ ବୋଧେ କୁହନ୍ତି ଟେଲିପାଥି…

ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ବାହିନୀ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ମୁମ୍ବାଇରୁ ଟିମ ମ୍ୟାନେଜମେଂଟଙ୍କ ସହ ସମସ୍ତ ଖେଳାଳି ବିଳମ୍ଭିତ ରାତିରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି।…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଧି ପ୍ରଣୟନ କେବେ ବି ନୁହେ ସମୀଚୀନ ଯାହା ବି ଥାଏ ପ୍ରଚଳିତ ତାହା ହିଁ ହୁଏ ଆବିଷୃତ ବଚନ କଲେ ବିଶ୍ଳେଷଣ ଯାହା ବି ଶୁଭେ ପୁନଃ ପୁନଃ ତାହା ହିଁ ତହିଁର ବିଧାନ ସ୍ବଭାଷୀ କରଂତି ପାଳନ କ'ଣ ଉଚିତ, ଅନୁଚିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଯାତ୍ରା ହେଲା ଚନ୍ଦନ ଯାତ୍ରା ଏବଂ ଏହି ଚନ୍ଦନ ଯାତ୍ରା ଦୁଇଟି ପର୍ଯାୟରେ ସଂଘଟିତ ହୁଏ। ପ୍ରଥମଟି ବୈଶାଖ ଶୁକ୍ଳ ତୃତୀୟା, ଯାହାକି ଅକ୍ଷୟ…

ବିସର୍ଜନ ବେଳେ ଅଘଟଣ, ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣିବେଳେ ଅଘଟଣ। ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ବୁଡ଼ିଯିବାରୁ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡି…

ଭାରତରେ ତିଆରି କାଶ ସିରଫ ଖାଇ ବିଦେଶରେ ୬୬ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: କଫ ସିରଫ ଖାଇ ୬୬ ଜଣଙ୍କ ମୃତ୍ୟୁ। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁ ଭାରତରେ ତିଆରି ଏକ ଔଷଧ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ' ଦାବି କରିଛି। ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ।…

ଦଶହରାରେ ଦମ୍ ଦେଖାଇଲେ ସିନ୍ଦେ-ଠାକରେ, ବିଜେପି ଦେଖଣାହାରୀ ସାଜିଲା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଦଶହରା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଉଭୟ ଶିବସେନା ଗୋଷ୍ଠୀ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନରେ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପି ଦର୍ଶକ ଭଳି ଭୂମିକାରେ…

ଚିନି ରପ୍ତାନିରେ ବିଶ୍ବରେ ଦ୍ବିତୀୟ ଦେଶ ଭାବେ ମୁଣ୍ଡ ଟେକିଲା ଭାରତ !

ନୂଆଦିଲ୍ଲୀ: ୨୦୨୧ -୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫,୦୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲ୍‌ଏମ୍‌ଟି ଆଖୁକୁ ଚିନି (ସୁକ୍ରୋଜ) ମିଲ୍ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲ୍‌ଏମ୍‌ଟି ଚିନି…